João 18
ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍ (BDV) vs VC
1 ଜିସୁ ଇସଃବୁ ପାର୍ତ୍ନା ସଃରାୟ୍କଃରି ଅଃହ୍ଣାର୍ ଚେଲାମଃନାର୍ ସଃଙ୍ଗ୍ କିଦ୍ରଣ୍ ନାଉଁଆର୍ ଦରାଣ୍ ସେହାଟିକ୍ ବାରାୟ୍ ଗଃଳାୟ୍ । ସେତି ଗଟେକ୍ ବାଳ୍ ରିଲି, ଆର୍ ଜିସୁ ଆର୍ ତାର୍ ଚେଲାମଃନ୍ ସେଲଃଗେ ହୁର୍ଲାୟ୍ ।
1 Depois dessas palavras, Jesus saiu com os seus discípulos para além da torrente de Cedron, onde havia um jardim, no qual entrou com os seus discípulos.
2 ଜୁୟ୍ ଜିଉଦା ଜିସୁକେ ସଃତ୍ରୁ ଆତେ ସଃହ୍ରି ଦିଲା, ସେ ହେଁ ସେ ଟାଣ୍ ଜାଣିରିଲା, କାୟ୍ତାକ୍ବଃଲେକ୍ ଜିସୁ ଗାଦେକ୍ ତର୍ ଅଃହ୍ଣାର୍ ଚେଲାମଃନାର୍ ସଃଙ୍ଗ୍ ସେଟାଣେ ଜାୟ୍ରିଲାୟ୍ ।
2 Judas, o traidor, conhecia também aquele lugar, porque Jesus ia freqüentemente para lá com os seus discípulos.
3 ସେତାକ୍, ଜାଗୁଆଳି ସଃଇନ୍ ଦଃଳ୍ ଆରେକ୍ ବଃଡ୍ ଜାଜକ୍ ଆର୍ ପାରୁସିମଃନାର୍ ତଃୟ୍ହୁଣି ହାୟ୍ଲା ସଃଇନ୍ମଃନ୍କେ ଦଃରି ଲାତର୍ ଆର୍ କଃଣ୍ଡାମଃନ୍ ଦଃରି ସେ ଲଃଗେ ଆୟ୍ଲାୟ୍ ।
3 Tomou então Judas a coorte e os guardas de serviço dos pontífices e dos fariseus, e chegaram ali com lanternas, tochas e armas.
4 ସେତାକ୍ ଜିସୁ, ତାର୍ ସଃଙ୍ଗ୍ ଜାୟ୍ ଜାୟ୍ରି ଗଃଟୁକ୍ ଜଃଉଁଲି, ସେସଃବୁ ଜାଣି ଆଗ୍ତୁ ଜାୟ୍ ସେମଃନ୍କେ ହଃଚାର୍ଲା, “ତୁମିମଃନ୍ କାକେ ଲଳୁଲାସ୍ ?”
4 Como Jesus soubesse tudo o que havia de lhe acontecer, adiantou-se e perguntou-lhes: A quem buscais?
5 ସେମଃନ୍ ତାକ୍ ଉତୁର୍ ଦିଲାୟ୍, “ନାଜରିତ୍ ଜିସୁକେ ।” ଜିସୁ ସେମଃନ୍କେ କୟ୍ଲା, “ମୁୟ୍ ସେ ଲକ୍ ।” ଜୁୟ୍ ଜିଉଦା ଜିସୁକେ ସଃତ୍ରୁର୍ ଆତେ ସଃହ୍ରି ଦିଲା, ସେ ହେଁ ସେମଃନାର୍ ସଃଙ୍ଗ୍ ଟିଆ ଅୟ୍ରିଲା ।
5 Responderam: A Jesus de Nazaré. Sou eu, disse-lhes. {Também Judas, o traidor, estava com eles.}
6 ଜିସୁ ଜଃଡେବଃଳ୍ ସେମଃନ୍କେ କୟ୍ଲା, “ମୁୟ୍ ସେ ଲକ୍,” ସଃଡେବଃଳ୍ ସେମଃନ୍ ହଃଚେ ଗୁଚି ଜାୟ୍ ବୁୟେଁ ହଃବ୍ଳାୟ୍ ଅୟ୍ଲାୟ୍ ।
6 Quando lhes disse Sou eu, recuaram e caíram por terra.
7 ସେତାକ୍ ଜିସୁ ସେମଃନ୍କେ ଆରେକ୍ ଗଟ୍ତର୍ ହଃଚାର୍ଲା, “ତୁମିମଃନ୍ କାକେ ଲଳୁଲାସ୍ ?”
7 Perguntou-lhes ele, pela segunda vez: A quem buscais? Disseram: A Jesus de Nazaré.
8 ଜିସୁ ଉତୁର୍ ଦିଲା, “ମୁୟ୍ ଜେ ସେ ଲକ୍, ଇରି ତ ମୁୟ୍ ତୁମିମଃନ୍କେ କୟ୍ଲେ । ଇତାର୍ ଗିନେ ଜଦି ତୁମିମଃନ୍ ମକ୍ ଲଳୁଲାସ୍, ତଃବେ ମର୍ ଏମଃନ୍କେ ଜଃଉଁକେ ଚାଡି ଦିଆସ୍ ।”
8 Replicou Jesus: Já vos disse que sou eu. Se é, pois, a mim que buscais, deixai ir estes.
9 ଜିସୁ ଇରି କୟ୍ଲା, ଜଃନ୍କଃରି ସେ କୟ୍ଲା ଇ ବଃଚନ୍ ହୁରୁଣ୍ ଅୟ୍ଦ୍, “ତୁୟ୍ ମକ୍ ଜୁୟ୍ମଃନ୍କ୍ ଦଃୟ୍ ଆଚ୍ସି, ସେମଃନାର୍ ବିତ୍ରେ ମୁୟ୍ ଗଟ୍ ଲକ୍କେ ହେଁ ଆରାୟ୍ ନଃକେରି ।”
9 Assim se cumpriu a palavra que disse: Dos que me deste não perdi nenhum {Jo 17,12}.
10 ସିମନ୍ ପିତର୍ ଲଃଗେ ଗଟେକ୍ କଃଣ୍ଡା ରିଲାକ୍ ସେ ସେରି ବାର କଃରି ମୁଳ୍ ଜାଜକାର୍ ଗତିଦଃଙ୍ଗ୍ଳାକ୍ ମାର୍ଲା ଆର୍ ତାର୍ କାତା ବାଟାର୍ କାନ୍ କାଟ୍ଲା; ସେ ଦଃଙ୍ଗ୍ଳାର୍ ନାଉଁ ମାଲ୍କ ।
10 Simão Pedro, que tinha uma espada, puxou dela e feriu o servo do sumo sacerdote, decepando-lhe a orelha direita. {O servo chamava-se Malco.}
11 ସେତାକ୍ ଜିସୁ ପିତର୍କେ କୟ୍ଲା, “ତର୍ କଃଣ୍ଡାକ୍ କାପ୍ ବିତ୍ରେ ସଃଙ୍ଗାଉ; ଉବା ମକ୍ ଜୁୟ୍ ଦୁକ୍ କଃସ୍ଟାର୍ କପା ଦଃୟ୍ ଆଚେ, ମୁୟ୍ କାୟ୍ ସେତିର୍ ନଃସୁରି ?”
11 Mas Jesus disse a Pedro: Enfia a tua espada na bainha! Não hei de beber eu o cálice que o Pai me deu?
12 ଇତାର୍ ହଃଚେ ସଃଇନ୍ ଦଃଳ୍, ସଃଇନ୍ ଅଃଦିକାରି ଆରେକ୍ ଜିଉଦିମଃନାର୍ ଜାଗୁଆଳିମଃନ୍ ଜିସୁକେ ଦଃରି ବାନ୍ଦ୍ଲାୟ୍,
12 Então a coorte, o tribuno e os guardas dos judeus prenderam Jesus e o ataram.
13 ଆର୍ ତାକ୍ ବାନ୍ଦି ହଃର୍ତୁମ୍ ହାନାନର୍ ଲଃଗେ ନିଲାୟ୍, କାୟ୍ତାକ୍ବଃଲେକ୍ ସେ, ସେ ବଃର୍ସାର୍ ମୁଳ୍ ଜାଜକ୍ କୟାପା ରିଲା ତାର୍ ସଃତ୍ରାସି ।
13 Conduziram-no primeiro a Anás, por ser sogro de Caifás, que era o sumo sacerdote daquele ano.
14 ସଃବୁ ଲକ୍ମଃନାର୍ ଗିନେ ଗଟ୍ ଲକ୍ ମଃର୍ତାର୍ ବଃଲ୍ କବୁର୍ ବଃଲି ଜିଉଦିମଃନ୍କେ ଜେ କୟ୍ରିଲା, ଇ ମାନାୟ୍ ସେ କୟାପା ।
14 Caifás fora quem dera aos judeus o conselho: Convém que um só homem morra em lugar do povo.
15 ସିମନ୍ ପିତର୍ ଆର୍ ଆରେକ୍ ଗଟେକ୍ ଚେଲା ଜିସୁର୍ ହଃଚେ ହଃଚେ ଜାତିରିଲାୟ୍ । ସେ ଚେଲା ମୁଳ୍ ଜାଜକାର୍ ଚିନାଜାଣା ଲକ୍ ରିଲା ତଃବେ ଜିସୁର୍ ସଃଙ୍ଗ୍ ମୁଳ୍ ଜାଜକାର୍ କୁଆଳେ ହୁର୍ଲା;
15 Simão Pedro seguia Jesus, e mais outro discípulo. Este discípulo era conhecido do sumo sacerdote e entrou com Jesus no pátio da casa do sumo sacerdote,
16 ମଃତର୍ ପିତର୍ ହଃଦାର୍ କୁଆଳାର୍ ଦୁଆର୍ ଲଃଗେ ଟିଆ ଅୟ୍ରିଲା । ସଃଡେବଃଳ୍ ସେ ଜୁୟ୍ ବିନ୍ ଚେଲା ମୁଳ୍ ଜାଜକାର୍ ଚିନାଜାଣା ରିଲା, ସେ ହଃଦାୟ୍ ଜାୟ୍ ଦୁଆର୍ ଜାଗୁଆଳିକେ କୟ୍ ପିତର୍କେ ବିତ୍ରେ ଆଣ୍ଲା ।
16 porém Pedro ficou de fora, à porta. Mas o outro discípulo {que era conhecido do sumo sacerdote} saiu e falou à porteira, e esta deixou Pedro entrar.
17 ସେତାକ୍ ସେ ଦୁଆର୍ ଜାଗ୍ତା ଦଃଙ୍ଗ୍ଳି ପିତର୍କେ କୟ୍ଲି, “ତୁୟ୍ ହେଁ କାୟ୍ ଇ ଲକାର୍ ଚେଲାମଃନାର୍ ବିତ୍ରେ ଗଟ୍ ଲକ୍ ନାୟ୍ ?”
17 A porteira perguntou a Pedro: Não és acaso também tu dos discípulos desse homem? Não o sou, respondeu ele.
18 ସିତାର୍ ଗିନେ ଗତିଦଃଙ୍ଗ୍ଳା ଆର୍ ଜାଗୁଆଳିମଃନ୍ ଜୟ୍ ଲାଗାୟ୍ ସେତି ଟିଆ ଅୟ୍ ଜୟ୍ ଚେକ୍ତି ରିଲାୟ୍; ପିତର୍ ହେଁ ସେମଃନାର୍ ସଃଙ୍ଗ୍ ଟିଆ ଅୟ୍ ଜୟ୍ ଚେକ୍ତି ରିଲା ।
18 Os servos e os guardas acenderam um fogo, porque fazia frio, e se aqueciam. Com eles estava também Pedro, de pé, aquecendo-se.
19 ଇ ବିତ୍ରେ ମୁଳ୍ ଜାଜକ୍ ଜିସୁକେ ତାର୍ ଚେଲାମଃନାର୍ ବିସୟେ ଆର୍ ତାର୍ ସିକ୍ୟା ବିସୟେ ହଃଚାର୍ଲା ।
19 O sumo sacerdote indagou de Jesus acerca dos seus discípulos e da sua doutrina.
20 ଜିସୁ ତାକ୍ ଉତୁର୍ ଦିଲା, “ମୁୟ୍ ଜଃଗତେ ହୁଟାୟ୍ କଃରି କଃତା କୟ୍ଆଚି, ଜୁୟ୍ ଲଃଗେ ସଃବୁ ଜିଉଦି ଲକ୍ମଃନ୍ ଗଟେତଃୟ୍ଁ ରୁଣ୍ଡ୍ତି, ଇବାନ୍ୟା ପାର୍ତ୍ନା ଗଃରେ ଆର୍ ମନ୍ଦିରେ ମୁୟ୍ ସଃବୁ ବଃଳ୍ ସିକ୍ୟା ଦଃୟ୍ଆଚି; ମୁୟ୍ ଲୁକ୍ଣେ କାୟ୍ରି ହେଁ ନଃକୟ୍ଁ ।
20 Jesus respondeu-lhe: Falei publicamente ao mundo. Ensinei na sinagoga e no templo, onde se reúnem os judeus, e nada falei às ocultas.
21 ମକ୍ କାୟ୍ତାକ୍ ଗଃଉଆରି କଃରୁଲିସ୍ ? ମୁୟ୍ ସେମଃନ୍କେ କାୟ୍ରି କୟ୍ଆଚି, ଜୁୟ୍ ଲକ୍ମଃନ୍ ସୁଣି ଆଚ୍ତି, ସେମଃନ୍କେ ହଃଚାର୍; ଦଃକ୍, ମୁୟ୍ ଜାୟ୍ ଜାୟ୍ରି କୟ୍ଆଚି, ସେମଃନ୍ ସେସଃବୁ ଜାଣି ଆଚ୍ତି ।”
21 Por que me perguntas? Pergunta àqueles que ouviram o que lhes disse. Estes sabem o que ensinei.
22 ଜିସୁ ଇରି କୟ୍ଲାକ୍ ଜାଗୁଆଳିମଃନାର୍ ବିତ୍ରେ ଲଃଗେ ଟିଆ ଅୟ୍ରିଲା ଗଟେକ୍ ଲକ୍ ଜିସୁକେ ଚାହୁଳ୍ ମାରି କୟ୍ଲା, “ତୁୟ୍ ମୁଳ୍ ଜାଜକ୍କେ ଇବାନ୍ୟା ଉତୁର୍ ଦେଉଁକ୍ କଃନ୍କଃରି ସାସ୍ କଃଲିସ୍ ?”
22 A estas palavras, um dos guardas presentes deu uma bofetada em Jesus, dizendo: É assim que respondes ao sumo sacerdote?
23 ଜିସୁ ତାକ୍ ଉତୁର୍ ଦିଲା, “ଜଦି ମୁୟ୍ କଃରାବ୍ କୟ୍ଲେ, ତଃବେ କଃରାବ୍ କୟ୍ଲାର୍ ସଃବାର୍ ମୁୟେ ସାକି ଦେସ୍; ମଃତର୍ ଜଦି ମୁୟ୍ ବଃଲ୍ କୟ୍ଲେ, ତଃବେ କାୟ୍ତାକ୍ ମକ୍ ମାରୁଲାସ୍ ?”
23 Replicou-lhe Jesus: Se falei mal, prova-o, mas se falei bem, por que me bates?
24 ସେତାକ୍ ହାନାନ୍ ଜିସୁକେ ବାନ୍ଦ୍ଲା ସଃଙ୍ଗ୍ ମୁଳ୍ ଜାଜକ୍ କୟାପାର୍ ଲଃଗେ ହଃଟାୟ୍ଲା ।
24 {Anás enviou-o preso ao sumo sacerdote Caifás.}
25 ଇ ବିତ୍ରେ ସିମନ୍ ପିତର୍ ଟିଆ ଅୟ୍ ଜୟ୍ ଚେକ୍ତି ରିଲା । ସେତାକ୍ ସେତି ରିଲା ବିନ୍ ଲକ୍ମଃନ୍ ତାକ୍ ହଃଚାର୍ଲାୟ୍, “ତୁୟ୍ ହେଁ କାୟ୍ ତାର୍ ଚେଲାମଃନାର୍ ବିତ୍ରେ ଗଟ୍ ଲକ୍ ନାୟ୍ ?”
25 Simão Pedro estava lá se aquecendo. Perguntaram-lhe: Não és porventura, também tu, dos seus discípulos? Negou-o, dizendo: Não!
26 ମୁଳ୍ ଜାଜକାର୍ ଗତିଦଃଙ୍ଗ୍ଳାମଃନାର୍ ବିତ୍ରେ ଗଟ୍ଲକ୍, ବଃଲେକ୍ ପିତର୍ ଜାର୍ କାନ୍ କାଟିରିଲା, ତାର୍ ଗଟେକ୍ ନିଜାର୍ ଲକ୍ କୟ୍ଲା, “ମୁୟ୍ କାୟ୍ ତକ୍ ତାର୍ ସଃଙ୍ଗ୍ ଗେତ୍ସିମନି ବାଳେ ଦଃକିନଃରିଲେ ?”
26 Disse-lhe um dos servos do sumo sacerdote, parente daquele a quem Pedro cortara a orelha: Não te vi eu com ele no horto?
27 ସେତାକ୍ ପିତର୍ ଆରେକ୍ ଗଟ୍ତର୍ ନଃମାନିକଃରି କୟ୍ଲା, “ନାୟ୍ ମୁୟ୍ ନାୟ୍ ।” ଆର୍ ସେଦାହ୍ରେ ଗାଞ୍ଜା କୁକ୍ଳା ବାସ୍ଲା ।
27 Mas Pedro negou-o outra vez, e imediatamente o galo cantou.
28 ତାର୍ ଆର୍କ ଦିନ୍ ବର୍ ସଃକାଳ୍ୟା ଜିସୁକେ କୟାପା ତଃୟ୍ହୁଣି ପିଲାତ ରଃଜାର୍ କୁଆଳ୍ ବିତ୍ରେ ନିଲାୟ୍ । ଜିଉଦି ଅଃଦିକାରିମଃନ୍ ଜଃନ୍କଃରି ବିଟାଳ୍ ନଃୟ୍କଃରି ମୁକ୍ଳାଉଁଣି ହଃର୍ବ୍ ବଜି କାଉଁକେ ହାର୍ତି, ଇତାର୍ ଗିନେ ସେମଃନ୍ ନଃଉର୍ ବିତ୍ରେ ହୁରୁ ନଃଚ୍ଲାୟ୍ ।
28 Da casa de Caifás conduziram Jesus ao pretório. Era de manhã cedo. Mas os judeus não entraram no pretório, para não se contaminarem e poderem comer a Páscoa.
29 ସେତାକ୍ ପିଲାତ ସେମଃନାର୍ ଲଃଗେ ବାରାୟ୍ ଆସି ହଃଚାର୍ଲା, “ଇ ଲକ୍ ବିରଦେ ତୁମିମଃନ୍ କାୟ୍ ଦଃସାର୍ କଃତା ଆଣୁଲାସ୍ ?”
29 Saiu, por isso, Pilatos para ter com eles, e perguntou: Que acusação trazeis contra este homem?
30 ସେମଃନ୍ ତାକ୍ ଉତୁର୍ ଦିଲାୟ୍, “ଇ ଲକ୍ ଜଦି ଦଃସ୍ କଃରି ନଃରିଲେକ୍, ଅଃମିମଃନ୍ ତାକ୍ ତର୍ ଆତେ ସଃହ୍ରି ନଃଦିଲୁ ହୁଣି ।”
30 Responderam-lhe: Se este não fosse malfeitor, não o teríamos entregue a ti.
31 ସେତାକ୍ ପିଲାତ ସେମଃନ୍କେ କୟ୍ଲା, “ତୁମିମଃନ୍ ଇ ଲକ୍କେ ଦଃରିଜାୟ୍ ତୁମିମଃନାର୍ ବିଦି ହଃର୍କାରେ ଇତାର୍ ବିଚାର୍ କଃରା ।”
31 Disse, então, Pilatos: Tomai-o e julgai-o vós mesmos segundo a vossa lei. Responderam-lhe os judeus: Não nos é permitido matar ninguém.
32 ଜିସୁ କୁୟ୍ ରଃକମାର୍ ମଃର୍ନ୍ ଡଃଣ୍ଡ୍ ବଗୁକ୍ ଜଃଉଁଲା, ଇ ବିସୟେ ଜିସୁ ଜାୟ୍ରି କୟ୍ରିଲା, ସେରି ଜଃନ୍କଃରି ହୁରୁଣ୍ ଅୟ୍ଦ୍, ଇତାର୍ ଗିନେ ସେମଃନ୍ ଇରି କୟ୍ଲାୟ୍ ।”
32 Assim se cumpria a palavra com a qual Jesus indicou de que gênero de morte havia de morrer {Mt 20,19}.
33 ତଃବେ ପିଲାତ କୁଆଳ୍ ବିତ୍ରେ ବାଉଳି ଜାୟ୍, ଜିସୁକେ କୁଦି ହଃଚାର୍ଲା, “ତୁୟ୍ କାୟ୍ ଜିଉଦିମଃନାର୍ ରଃଜା ?”
33 Pilatos entrou no pretório, chamou Jesus e perguntou-lhe: És tu o rei dos judeus?
34 ଜିସୁ ତାକ୍ ଉତୁର୍ ଦିଲା, “ତୁୟ୍ କାୟ୍ ନିଜାର୍ ଇରି କଃଉଁଲିସ୍, କି ବିନ୍ ଲକ୍ମଃନ୍ ମର୍ ବିସୟେ ତକ୍ ଇରି କୟ୍ ଆଚ୍ତି ?”
34 Jesus respondeu: Dizes isso por ti mesmo, ou foram outros que to disseram de mim?
35 ପିଲାତ ଉତୁର୍ ଦିଲା, “ମୁୟ୍ କାୟ୍ ଗଟେକ୍ ଜିଉଦି ? ତର୍ ନିଜାର୍ ଲକ୍ ଆର୍ ବଃଡ୍ ଜାଜକ୍ମଃନ୍ ତକ୍ ମର୍ ଆତେ ସଃହ୍ରି ଦଃୟ୍ ଆଚ୍ତି; ତୁୟ୍ କାୟ୍ କଃରି ଆଚ୍ସି ?”
35 Disse Pilatos: Acaso sou eu judeu? A tua nação e os sumos sacerdotes entregaram-te a mim. Que fizeste?
36 ଜିସୁ ଉତୁର୍ ଦିଲା, “ମର୍ ରାଇଜ୍ ଇ ଜଃଗତାର୍ ବିସୟେ ନାୟ୍, ଜଦି ମର୍ ରାଇଜ୍ ଜଃଗତାର୍ ବିସୟେ ଅୟ୍ରିଲେକ୍, ତଃବେ ମୁୟ୍ ଜିଉଦି ଅଃଦିକାରିମଃନାର୍ ଆତେ ସଃହ୍ରି ନୟ୍ଲେ ହୁଣି, ସେତାର୍ ଗିନେ ମର୍ ଜାଗୁଆଳି ଲକ୍ମଃନ୍ ଜୁଜ୍ କଃଲାୟ୍ ହୁଣି; ମଃତର୍ ମର୍ ରାଇଜ୍ ସଃତ୍କଃରି ସେ ବିସୟେ ନାୟ୍ ।”
36 Respondeu Jesus: O meu Reino não é deste mundo. Se o meu Reino fosse deste mundo, os meus súditos certamente teriam pelejado para que eu não fosse entregue aos judeus. Mas o meu Reino não é deste mundo.
37 ସେତାକ୍ ପିଲାତ ଜିସୁକେ ହଃଚାର୍ଲା, “ତଃବେ ତୁୟ୍ କାୟ୍ ଗଟେକ୍ ରଃଜା ?”
37 Perguntou-lhe então Pilatos: És, portanto, rei? Respondeu Jesus: Sim, eu sou rei. É para dar testemunho da verdade que nasci e vim ao mundo. Todo o que é da verdade ouve a minha voz.
38 ପିଲାତ ଜିସୁକେ କୟ୍ଲା, “ସଃତ୍ କାୟ୍ରି ?”
38 Disse-lhe Pilatos: Que é a verdade?... Falando isso, saiu de novo, foi ter com os judeus e disse-lhes: Não acho nele crime algum.
39 ମଃତର୍ ମୁୟ୍ ଜେ ମୁକ୍ଳାଉଁଣି ହଃର୍ବ୍ ଦିନ୍ ଗଟ୍ ଲକ୍କେ ମୁକ୍ଳାୟ୍ ଦଃୟ୍ନ୍ଦ୍, ଇରି ତୁମିମଃନାର୍ ରିତିବିଦି ଆଚେ; ବଃଲେକ୍ ଜିଉଦିମଃନାର୍ ରଃଜାକ୍ ମୁୟ୍ ତୁମାର୍ ଗିନେ ମୁକ୍ଳାୟ୍ନ୍ଦ୍ ବଃଲି କାୟ୍ ତୁମିମଃନାର୍ ମଃନ୍ ?”
39 Mas é costume entre vós que pela Páscoa vos solte um preso. Quereis, pois, que vos solte o rei dos judeus?
40 ସେତାକ୍ ସେମଃନ୍ ଆରେକ୍ ଉଲ୍ଗାଟ୍ ଅୟ୍ କୟ୍ଲାୟ୍, “ନାୟ୍, ଇ ଲକ୍କେ ନାୟ୍, ମଃତର୍ ବାରବାକେ ମୁକ୍ଳାଉ ।” ଇ ବାରବା ଗଟେକ୍ ଚର୍ ରିଲା ।
40 Então todos gritaram novamente e disseram: Não! A este não! Mas a Barrabás! {Barrabás era um salteador.}
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar João 18, comparar traduções ou montar um estudo — tudo direto pelo WhatsApp.