Apocalipse 20
ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍ (BDV) vs VC
1 ତାର୍ହଃଚେ ମୁୟ୍ଁ ଆରେକ୍ ଗଟେକ୍ ଦୁତ୍କେ ସଃର୍ଗେ ହୁଣି ଉତ୍ରି ଆସ୍ତାର୍ ଦଃକ୍ଲେ, ତାର୍ ଆତେ ହଃତାଳ୍ ରାଜିର୍ କୁଚିକାଡା ଆର୍ ଗଟେକ୍ ବଜ୍ ସିକ୍ଳି ରିଲି ।
1 Vi, então, descer do céu um anjo que tinha na mão a chave do abismo e uma grande algema.
2 ସେରି ସେ ହଃର୍ନା ନାଗ୍ ସାହ୍, ସେ ଡାଣି ଆର୍ ସୟ୍ତାନ୍କେ ଦଃରି ୧,୦୦୦ ବଃର୍ସ୍ ହଃତେକ୍ ସିକ୍ଳି ତଃୟ୍ ବାନ୍ଦ୍ଲା ।
2 Ele apanhou o Dragão, a primitiva Serpente, que é o Demônio e Satanás, e o acorrentou por mil anos.
3 ଆରେକ୍ ତାକ୍ ହଃତାଳ୍ କୁଣ୍ଡେ ହଃକାୟ୍ ସେତିର୍ ଦୁଆର୍ ଡାହ୍ଲାୟ୍ ଆର୍ ଦୁଆରେ ମୁଦ୍ରା ମାର୍ଲାୟ୍ । ଏକ୍ ଆଜାର୍ ବଃର୍ସ୍ ନଃସେର୍ତା ହଃତେକ୍ ସେ ଆରେକ୍ କୁୟ୍ ଦେସାର୍ ଲକ୍କେ ବାମ୍ଳାଉଁ ନାହାରେ । ତାର୍ହଃଚେ କଃତେକ୍ ବେଳାର୍ ଗିନେ ତାକ୍ ଚାଡା ଅୟ୍ଦ୍ ।
3 Atirou-o no abismo, que fechou e selou por cima, para que já não seduzisse as nações, até que se completassem mil anos. Depois disso, ele deve ser solto por um pouco de tempo.
4 ତାର୍ହଃଚେ ମୁୟ୍ ସିଙ୍ଗାସଣ୍ ସଃବୁ ଦଃକ୍ଲେ, ସେମଃନାର୍ ଉହ୍ରେ ବଃସିରିଲା କଃତେକ୍ ଲକ୍ମଃନ୍କେ ବିଚାର୍ କଃରୁକେ ଅଃଦିକାର୍ ଦିଆ ଜାୟ୍ଆଚେ । ଆରେକ୍ ହେଁ ମୁୟ୍ କଃତେକ୍ ମଃଲା ଲକ୍ମଃନାର୍ ଆତ୍ମାକେ ଦଃକ୍ଲେ, ସେମଃନ୍ ଜିସୁ ଜାଣାୟ୍ରିଲା କଃତା ଆର୍ ଇସ୍ୱରାର୍ କଃତା ପର୍ଚାର୍ କଃର୍ତି ରିଲାକ୍ ମଃର୍ତେ ମାରା ଜାୟ୍ରିଲାୟ୍ । ସେମଃନ୍ ଜଃତୁ କି ତାର୍ ମୁର୍ତି କେ ସେବା କଃରି ନଃରିଲାୟ୍, କି କାହାଳ୍ ଆର୍ ଆତେ ସେ ଜଃତୁର୍ ଚିନ୍ ଗଦାୟ୍ ଅୟ୍ନଃରିଲାୟ୍ । ସେମଃନ୍ ଆରେକ୍ ଜିବନ୍ ହାୟ୍ କ୍ରିସ୍ଟର୍ ସଃଙ୍ଗ୍ ୧,୦୦୦ ବଃର୍ସ୍ ରାଇଜ୍ କଃଲାୟ୍ ।
4 Vi também tronos, sobre os quais se assentaram aqueles que receberam o poder de julgar: eram as almas dos que foram decapitados por causa do testemunho de Jesus e da palavra de Deus, e todos aqueles que não tinham adorado a Fera ou sua imagem, que não tinham recebido o seu sinal na fronte nem nas mãos. Eles viveram uma vida nova e reinaram com Cristo por mil anos.
5 ବାକି ମଃଲା ଲକ୍ମଃନାର୍ ବିତ୍ରେ ସେ ୧,୦୦୦ ବଃର୍ସ୍ ନଃସେର୍ତା ହଃତେକ୍ କେ ହେଁ ଜିବନ୍ ହାୟ୍ ନଃରିଲାୟ୍ । ଇରି ହଃକା ମଃଲା ଲକ୍ମଃନ୍ ହଃର୍ତୁ ଉଟ୍ତାର୍ ।
5 {Os outros mortos não tornaram à vida até que se completassem os mil anos.} Esta é a primeira ressurreição.
6 ମଃଲା ଲକ୍ମଃନାର୍ ଇ ହଃର୍ତୁ ଉଟ୍ତା ତଃୟ୍ ଜୁୟ୍ମଃନ୍ ମିସି ଆଚ୍ତି, ସେମଃନାର୍ କଃଡେକ୍ ବାୟ୍ଗ୍ ଆର୍ କଃଡେକ୍ ସଃର୍ଦା । ସେମଃନାର୍ ଉହ୍ରେ ଆରେକ୍ ମଃର୍ନାର୍ ଅଃଦିକାର୍ ନାୟ୍ । ମଃତର୍ ସେମଃନ୍ ଇସ୍ୱରାର୍ ଆର୍ କ୍ରିସ୍ଟର୍ ଜାଜକ୍ ଅୟ୍ କ୍ରିସ୍ଟର୍ ସଃଙ୍ଗ୍ ୧,୦୦୦ ବଃର୍ସ୍ ହଃତେକ୍ ରାଇଜ୍ କଃର୍ତି ।
6 Feliz e santo é aquele que toma parte na primeira ressurreição! Sobre eles a segunda morte não tem poder, mas serão sacerdotes de Deus e de Cristo: reinarão com ele durante os mil anos.
7 ସେ ୧,୦୦୦ ବଃର୍ସ୍ ସଃର୍ଲା ହଃଚେ ସୟ୍ତାନ୍କେ ବାନ୍ଦୁଣେ ହୁଣି ମୁକ୍ଳାୟ୍ ଦିଆ ଅୟ୍ଦ୍,
7 Depois de se completarem mil anos, Satanás será solto da prisão.
8 ଆର୍ ସେ ଗଗ୍ ଆର୍ ମାଗଗ୍ ହର୍ ହୁର୍ତିବିର୍ ଚାରିହାକ୍ ସଃମ୍ନ୍ଦାର୍ ବାଲି ହର୍ ବିଚ୍ରି ଅୟ୍ରିଲା ଜାତିମଃନାର୍ ଅଲେକାର୍ ଦଃଳ୍କେ ସୟ୍ତାନ୍ ବାମ୍ଳାୟ୍ କଃରି ଜୁଜ୍ ଗିନେ ଗଟେ ତଃୟ୍ କଃରୁକେ ବାରାୟ୍ ଜାୟ୍ଦ୍ ।
8 Sairá dela para seduzir as nações dos quatro cantos da terra {Gog e Magog} e reuni-las para o combate. Serão numerosas como a areia do mar.
9 ସେମଃନ୍ ହୁର୍ତିବିର୍ ଚାରିହାକ୍ ବିଚ୍ରି ଅୟ୍ ଦଃର୍ମି ଲକ୍ମଃନାର୍ ଜଃଗା ମଃନ୍କେ ଆର୍ ଇସ୍ୱରାର୍ ଲାଡାର୍ ଗଃଳ୍ମଃନ୍କେ ବେଳ୍ତି । ମଃତର୍ ସଃଡେବଃଳ୍ ସଃର୍ଗେ ହୁଣି ଜୟ୍ ଅଦ୍ରି ସେମଃନ୍କେ ବଃସମ୍ କଃରେଦ୍ ।
9 Subiram à superfície da terra e cercaram o acampamento dos santos e a cidade querida. Mas desceu um fogo dos céus e as devorou.
10 ଆର୍ ଜୁୟ୍ ଗଃନ୍ଦକ୍ ଜୟ୍ ଲାଗ୍ତା କୁଣ୍ଡେ ଜଃତୁ ଆର୍ ବମ୍ଳାଉତା ବାବ୍ବାଦିକେ ହଃକା ଅୟ୍ରିଲି, ବଃମ୍ଳାଉତା ସୟ୍ତାନ୍କେ ହେଁ ସେଲଃଗେ ହଃକା ଅୟ୍ଦ୍ । ସେମଃନ୍ ବିନ୍ ରାତି ଜୁଗେଜୁଗେ କଃସ୍ଟ୍ ବୟ୍ଗ୍ କଃର୍ତି ।
10 O Demônio, sedutor delas, foi lançado num lago de fogo e de enxofre, onde já estavam a Fera e o falso profeta, e onde serão atormentados, dia e noite, pelos séculos dos séculos.
11 ତାର୍ହଃଚେ ମୁୟ୍ ଗଟେକ୍ ବଃଡ୍ ଦବ୍ଳା ରଃଙ୍ଗାର୍ ସିଙ୍ଗାସଣ୍ ଆର୍ ସେତି ବଃସି ରିଲା ଗଟେକ୍ ଲକ୍କେ ଦଃକ୍ଲେ । ତାର୍ ମୁୟେ ହୁଣି ହୁର୍ତି ଆର୍ ଅଃଗାସ୍ ମଃଣ୍ଡଳ୍ ହଃଳାୟ୍ଲାୟ୍ ଆର୍ ସେରିମଃନ୍ ନଃଡିସ୍ଲି
11 Vi, então, um grande trono branco e aquele que nele se assentava. Os céus e a terra fugiram de sua face, e já não se achou lugar para eles.
12 ଆରେକ୍ ମୁୟ୍ ସାନ୍ ଆର୍ ବଃଡ୍ ସଃବୁ ମଃଲା ଲକ୍ମଃନ୍କେ ସିଙ୍ଗାସଣାର୍ ମୁୟେ ଟିଆ ଅୟ୍ରିଲାର୍ ଦଃକ୍ଲେ । ଆର୍ ପୁସ୍ତକ୍ମଃନ୍ ସଃବୁ ଉଗାଳା ଅୟ୍ଲି, ଆର୍ ଜିବନ୍ ପୁସ୍ତକ୍ ନାଉଁଆର୍ ଆରେକ୍ ଗଟେକ୍ ପୁସ୍ତକ୍ ଉଗାଳା ଅୟ୍ଲି । ସେ ଜିବନ୍ ବଇ ତଃୟ୍ ଲକ୍ମଃନାର୍ କଃଲା କାମ୍ମଃନାର୍ ବିସୟେ ଜାୟ୍ରି ସଃବୁ ଲେକା ଅୟ୍ରିଲି, ସେ ହଃର୍କାରେ ସେମଃନାର୍ ବିଚାର୍ କଃରା ଅୟ୍ଲି ।
12 Vi os mortos, grandes e pequenos, de pé, diante do trono. Abriram-se livros, e ainda outro livro, que é o livro da vida. E os mortos foram julgados conforme o que estava escrito nesse livro, segundo as suas obras.
13 ଆର୍ ସଃମ୍ନ୍ଦ୍ ଅଃହ୍ଣାର୍ ବିତ୍ରେ ମଃରିରିଲା ଲକ୍ମଃନ୍କେ ସଃହ୍ରି ଦିଲି । ଆରେକ୍ ମଃର୍ନ୍ ଆର୍ ହଃତାଳ୍ ସେମଃନାର୍ ତଃୟ୍ ରିଲା ମଃଲା ଲକ୍ମଃନ୍କେ ସଃହ୍ରି ଦିଲାୟ୍ । ଆର୍ ସେମଃନ୍ ସଃବୁ ଲକ୍ ନିଜାର୍ ନିଜାର୍ କଃଲା କାମ୍ ହଃର୍କାରେ ବିଚାର୍ କଃରା ଅୟ୍ଲି ।
13 O mar restituiu os mortos que nele estavam. Do mesmo modo, a morte e a morada subterrânea. Cada um foi julgado segundo as suas obras.
14 ତାର୍ହଃଚେ ମଃର୍ନ୍ ଆର୍ ହଃତାଳ୍କେ ସେ ଜୟ୍ ଲାଗ୍ତା କୁଣ୍ଡେ ହଃକା ଗଃଲି । ଇ ଜୟ୍ ଲାଗ୍ତା କୁଣ୍ଡ୍ ଅୟ୍ଲି, ଦୁୟ୍ ଲମ୍ବର୍ ମଃର୍ନ୍ ।
14 A morte e a morada subterrânea foram lançadas no tanque de fogo. A segunda morte é esta: o tanque de fogo.
15 ଜୁୟ୍ ଲକ୍ମଃନାର୍ ନାଉଁ ଜିବନ୍ ସାସ୍ତର୍ ତଃୟ୍ ଲେକା ଅୟ୍ନଃରିଲି, ସେମଃନ୍କେ ସେ ଜୟ୍ ଲାଗ୍ତା କୁଣ୍ଡେ ହିଙ୍ଗା ଅୟ୍ଲି ।
15 Todo o que não foi encontrado inscrito no livro da vida foi lançado ao fogo.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Apocalipse 20, comparar traduções ou montar um estudo — tudo direto pelo WhatsApp.