Apocalipse 16
ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍ (BDV) vs ARA
1 ତାର୍ହଃଚେ ମୁୟ୍ ମନ୍ଦିରେ ହୁଣି ଗଟେକ୍ ବଃଡ୍ ଟଣ୍ଡେ ସାତ୍ଗଟ୍ ଦୁତ୍ମଃନ୍କେ କଃଉତାର୍ ସୁଣ୍ଲେ, “ଜାହା ଆର୍ ଇସ୍ୱରାର୍ ସାତ୍ଗଟ୍ ରିସାର୍ କପା ହୁର୍ତି ଉହ୍ରେ ଡାଳା ।”
1 Ouvi, vinda do santuário, uma grande voz, dizendo aos sete anjos: Ide e derramai pela terra as sete taças da cólera de Deus.
2 ଇରି ସୁଣି ହଃର୍ତୁ ଦୁତ୍ ଜାୟ୍ ହୁର୍ତି ଉହ୍ରେ ଅଃହ୍ଣାର୍ କପା ଡାଳ୍ଲା । ସେତାର୍ଗିନେ ଜୁୟ୍ମଃନ୍ ଜଃତୁର୍ ଚିନ୍ ଦଃରିରିଲାୟ୍ ଆର୍ ତାର୍ ମୁର୍ତି କେ ଜୁଆର୍ କଃରି ରିଲାୟ୍, ସେମଃନାର୍ ଗଃଗାଳେ ବଃଡେ କଃସ୍ଟ୍ ଦେତା ବିସ୍ ହଃଟ୍କା ଅୟ୍ଲି ।
2 Saiu, pois, o primeiro anjo e derramou a sua taça pela terra, e, aos homens portadores da marca da besta e adoradores da sua imagem, sobrevieram úlceras malignas e perniciosas.
3 ତାର୍ହଃଚେ ଦୁୟ୍ ଲଃମର୍ ଦୁତ୍ ଅଃହ୍ଣାର୍ କପା ସଃମ୍ନ୍ଦ୍ ଉହ୍ରେ ଡାଳ୍ଲା । ସେତାର୍ଗିନେ ସେରି ମଃଲା ଲକାର୍ ବଃନି ହର୍ ଅୟ୍ଲି, ଆର୍ ସଃମ୍ନ୍ଦେ ରିଲା ସଃବୁ ଜିବ୍ ଜଃତୁମଃନ୍ ଜିବନ୍ ଗଃଲି ।
3 Derramou o segundo a sua taça no mar, e este se tornou em sangue como de morto, e morreu todo ser vivente que havia no mar.
4 ତାର୍ହଃଚେ ତିନି ଲଃମରାର୍ ଦୁତ୍ ଅଃହ୍ଣାର୍ କପା ଗାଡ୍ ଆର୍ ଜର୍ଣାହାଣି ମଃନାର୍ ଉହ୍ରେ ଡାଳ୍ଲା । ସେତାକ୍ ସେସଃବୁ ବଃନି ଅୟ୍ଗଃଲି ।
4 Derramou o terceiro a sua taça nos rios e nas fontes das águas, e se tornaram em sangue.
5 ସଃଡେବଃଳ୍ ମୁୟ୍ ହାଣି ଅଃଦିକାରି ଦୁତ୍କେ ଇରି କଃଉତାର୍ ସୁଣ୍ଲେ, “ଏ ଅଃବାର୍ ଆର୍ ହୁର୍ବାର୍, ଆରେକ୍ ପବିତ୍ର ଜେ ଜୁୟ୍ ନ୍ୟାୟ୍କଃର୍ତା ଲକ୍ ବଃଲି ଇବାନ୍ୟା ବିଚାର୍ କଃରି ଆଚ୍ସି ।
5 Então, ouvi o anjo das águas dizendo: Tu és justo, tu que és e que eras, o Santo, pois julgaste estas coisas;
6 ଜୁୟ୍ତାର୍ ଗିନେ ସେମଃନ୍ ଦଃର୍ମିମଃନାର୍ ଆର୍ ବାବ୍ବାଦିମଃନ୍କେ ମାରି ରିଲାୟ୍, ଆର୍ ଜୁୟ୍ ସେମଃନ୍କେ ସୁର୍ତା ଗିନେ ବଃନି ଦଃୟ୍ ଆଚ୍ସି, ସେମଃନ୍ ସେରି ହାଉତାର୍ ଜୟ୍ଗ୍ ।”
6 porquanto derramaram sangue de santos e de profetas, também sangue lhes tens dado a beber; são dignos disso.
7 ତାର୍ହଃଚେ ମୁୟ୍ ବେଦି ତଃୟ୍ହୁଣି ଇରି ସୁଣ୍ଲେ, “ହିଁ, ଏ ମାପ୍ରୁ, ସଃବ୍କେ ସଃକାତାର୍ ଇସ୍ୱର୍, ତର୍ ସଃବୁ ବିଚାର୍ ସଃତ୍ ଆର୍ ଟିକ୍ ।”
7 Ouvi do altar que se dizia: Certamente, ó Senhor Deus, Todo-Poderoso, verdadeiros e justos são os teus juízos.
8 ତାର୍ହଃଚେ ଚାରି ଲଃମ୍ବର୍ ଦୁତ୍ ଅଃହ୍ଣାର୍ କପା ବେଳ୍ ଉହ୍ରେ ଡାଳ୍ଲା । ସେତାକ୍ ତାକ୍ ମାନାୟ୍ମଃନ୍କେ ଜୟେ ବଃସମ୍ କଃରୁକେ ସଃକ୍ତି ଦିଆଗଃଲି ।
8 O quarto anjo derramou a sua taça sobre o sol, e foi-lhe dado queimar os homens com fogo.
9 ସଃଡେବଃଳ୍ ମାନାୟ୍ମଃନ୍ ବଃଡେ ତଃହାତେ ହଡି ରିସା ଅୟ୍ ଜୁୟ୍ ଇସ୍ୱରାର୍ ଇ ସଃବୁ କଃସ୍ଟ୍ ଉହ୍ରେ ଅଃଦିକାର୍ ଆଚେ, ତାର୍ ନାଉଁଏ ଲିନ୍ଦା କଃଲାୟ୍, ତାକ୍ ଜଃଜ୍ମାନ୍ ଦେଉଁକେ ମଃନ୍ ବାଦ୍ଲାଉଁକ୍ ନଃଚ୍ଲାୟ୍ ।
9 Com efeito, os homens se queimaram com o intenso calor, e blasfemaram o nome de Deus, que tem autoridade sobre estes flagelos, e nem se arrependeram para lhe darem glória.
10 ତାର୍ହଃଚେ ହାଁଚ୍ ଲଃମ୍ବର୍ ଦୁତ୍ ଅଃହ୍ଣାର୍ କପା ସେ ଜଃତୁର୍ ସିଙ୍ଗାସଣ୍ ଉହ୍ରେ ଡାଳ୍ଲା । ସେତାକ୍ ତାର୍ ରାଇଜ୍ ଅଃନ୍ଦାର୍ ଅୟ୍ଲି, ଆର୍ ଲକ୍ମଃନ୍ ବଃଡେ ଦୁକାମଃନାର୍ ଗିନେ ଅଃହ୍ଣା ଅଃହ୍ଣାର୍ ଜିବ୍ କଃତ୍ରୁକ୍ ଲାଗ୍ଲାୟ୍ ।
10 Derramou o quinto a sua taça sobre o trono da besta, cujo reino se tornou em trevas, e os homens remordiam a língua por causa da dor que sentiam
11 ଆରେକ୍ ସେମଃନ୍ ଅଃହ୍ଣା ଅଃହ୍ଣାର୍ ବଃଡେ ଦୁକା ଆର୍ ଗାଉମଃନାର୍ ଗିନେ ସଃର୍ଗାର୍ ଇସ୍ୱରାର୍ ଲିନ୍ଦା କଃଲାୟ୍ ଆର୍ ଅଃହ୍ଣା ଅଃହ୍ଣାର୍ କଃରାବ୍ କାମେ ହୁଣି ମଃନ୍ ବାଦ୍ଲାଉଁକ୍ ନଃଚ୍ଲାୟ୍ ।
11 e blasfemaram o Deus do céu por causa das angústias e das úlceras que sofriam; e não se arrependeram de suas obras.
12 ତାର୍ହଃଚେ ଚଅ ଲଃମ୍ବର୍ ଦୁତ୍ ଅଃହ୍ଣାର୍ କପା ପରାତ୍ ନାଉଁଆର୍ ଗାଡ୍ ଉହ୍ରେ ଡାଳ୍ଲା । ସେତାକ୍ ବେଳ୍ ଉଦ୍ତି ଦିଗେ ହୁଣି ଆସ୍ତା ସଃତ୍ରୁ ରଃଜାମଃନାର୍ ଗିନେ ବାଟ୍ ତିଆର୍ ଅଃଉତା ଗିନେ ସେତିର୍ ହାଣି ସୁକି ଗଃଲି ।
12 Derramou o sexto a sua taça sobre o grande rio Eufrates, cujas águas secaram, para que se preparasse o caminho dos reis que vêm do lado do nascimento do sol.
13 ତାର୍ହଃଚେ ମୁୟ୍ ଦଃକ୍ଲେ, ସାହ୍ ଟଣ୍ଡେହୁଣି, ଜଃତୁର୍ ଟଣ୍ଡେହୁଣି ଆର୍ ବମ୍ଳାଉତା ବାବ୍ବାଦିର୍ ଟଣ୍ଡେହୁଣି ବେଙ୍ଗ୍ ହର୍ ତିନିଗଟ୍ ବିଟାଳ୍ ଆତ୍ମା ବାରାୟ୍ଲାୟ୍ ।
13 Então, vi sair da boca do dragão, da boca da besta e da boca do falso profeta três espíritos imundos semelhantes a rãs;
14 ସେମଃନ୍ କାବା ଅଃଉତା କାମ୍ କଃର୍ତା ବୁତ୍ ଆତ୍ମାମଃନ୍ । ଇ ତିନିଗଟ୍ ଆତ୍ମାମଃନ୍ ସଃକ୍ତିମାନ୍ ଇସ୍ୱରାର୍ ବଃଡ୍ ଦିନାର୍ ଜୁଜାର୍ ଗିନେ ସଃବୁ ଜଃଗତାର୍ ରଃଜାମଃନ୍କେ ଗଟେତଃୟ୍ କଃରୁକେ ସେମଃନାର୍ ହାକ୍ ବାରାୟ୍ ଗଃଳାୟ୍ ।
14 porque eles são espíritos de demônios, operadores de sinais, e se dirigem aos reis do mundo inteiro com o fim de ajuntá-los para a peleja do grande Dia do Deus Todo-Poderoso.
15 “ସୁଣା, ମୁୟ୍ ଚର୍ ହର୍ ଆସୁଲେ । ଜେ ଜଃଗ୍ରାତ୍ ରଃୟ୍ ଅଃହ୍ଣାର୍ ବଃସ୍ତର୍ ବାଚାୟ୍ଦ୍, ତାର୍ ବାୟ୍ଗ୍, କାୟ୍ତାକ୍ବଃଲେକ୍ ସେରି କଃଲେକ୍ ସେ ନଃଗ୍ଳା ଅୟ୍ ନଃବୁଲେ ଆର୍ ଲକ୍ମଃନ୍ ତାକ୍ ଲାଜ୍ ନଃକେରାଉତି ।”
15 (Eis que venho como vem o ladrão. Bem-aventurado aquele que vigia e guarda as suas vestes, para que não ande nu, e não se veja a sua vergonha.)
16 ତାର୍ହଃଚେ ସେ ବିଟାଳ୍ ଆତ୍ମାମଃନ୍ ହୁର୍ତିର୍ ରଃଜାମଃନ୍କେ ଏବ୍ରି ବାସାୟ୍ ହର୍ମିଗିଦନ୍ ନାଉଁଆର୍ ଗଟେକ୍ ଜଃଗାୟ୍ ରୁଣ୍ଡାୟ୍ଲାୟ୍ ।
16 Então, os ajuntaram no lugar que em hebraico se chama Armagedom.
17 ତାର୍ହଃଚେ ସାତ୍ ଲମ୍ବର୍ ଦୁତ୍ ଅଃହ୍ଣାର୍ କପା ଅଃଗାସେ ଡାଳ୍ଲା । ସେତାକ୍ ମନ୍ଦିର୍ ବିତ୍ରେ ହୁଣି ସିଙ୍ଗାସଣେ ହୁଣି ଇ ବଃଡ୍ ସଃବଦ୍ ଅୟ୍ଲି, “ସଃରି ଗଃଲି ।”
17 Então, derramou o sétimo anjo a sua taça pelo ar, e saiu grande voz do santuário, do lado do trono, dizendo: Feito está!
18 ସଃଡେବଃଳ୍ ବିଜ୍ଲି, ବିନ୍ ବିନ୍ ସଃବ୍ଦ୍ ଆର୍ ବିଜ୍ ମାର୍ତା ସଃବ୍ଦ୍, ଆରେକ୍ ବଃଡ୍ ବୁମିକମ୍ପ୍ ଅୟ୍ଲି । ହୁର୍ତିଏ ମାନାୟ୍ ଉବ୍ଜାଣ୍ ଅୟ୍ଲା ବଃଳ୍ ହୁଣି ଇବାନ୍ୟା ବୟଃଙ୍କାର୍ ବୁମିକମ୍ପ୍ ଆର୍ କଃବେ ଅୟ୍ନଃରିଲି ।
18 E sobrevieram relâmpagos, vozes e trovões, e ocorreu grande terremoto, como nunca houve igual desde que há gente sobre a terra; tal foi o terremoto, forte e grande.
19 ସେତାକ୍ ସେ ବଃଡ୍ ଗଃଳ୍ ତିନି ବାଗ୍ ଅୟ୍ ବାଟା ଅୟ୍ଲି ଆର୍ ସଃବୁ ଦେସାର୍ ଗଃଳ୍ମଃନ୍ ମାଟାୟ୍ ମିସ୍ଲି । ଆର୍ ବାବିଲ୍ ନାଉଁଆର୍ ବଃଡ୍ ଗଃଳ୍କେ ଇସ୍ୱର୍ ଅଃହ୍ଣାର୍ ବୁତେକ୍ ରିସାର୍ ମଃଦ୍ କପାୟ୍ ହୁଣି ସୁରାଉଁକ୍ ଏତାୟ୍ଲା ।
19 E a grande cidade se dividiu em três partes, e caíram as cidades das nações. E lembrou-se Deus da grande Babilônia para dar-lhe o cálice do vinho do furor da sua ira.
20 ଆରେକ୍ ଚାରିବେଳ୍ତି ହାଣି ରିଲା ଦେସ୍, ସଃବୁ ଡଙ୍ଗୁର୍ ଆର୍ ହର୍ବାତ୍ମଃନ୍ ଆରେକ୍ ନଃଡିସ୍ଲି ।
20 Todas as ilhas fugiram, e os montes não foram achados;
21 ଅଃଗାସେ ହୁଣି ମାନାୟ୍ମଃନାର୍ ଉହ୍ରେ ବଃଡ୍ ବଃଡ୍ କଃରାଟେଳା ବଃର୍ସା ଅୟ୍ଲି, କଃରା ଟେଳାମଃନ୍ ଗଟେକ୍ ଗଟେକ୍ ୫୦ କେଜି ଅଜନାର୍, ଆର୍ କଃରାଟେଳା ବଃର୍ସାର୍ ଗିନେ ମାନାୟ୍ମଃନ୍ ଇସ୍ୱରାର୍ ଲିନ୍ଦା କଃଲାୟ୍, କାୟ୍ତାକ୍ବଃଲେକ୍ ସେ କଃସ୍ଟ୍ ବଃଡେ ବୟଃଙ୍କାର୍ ।
21 também desabou do céu sobre os homens grande saraivada, com pedras que pesavam cerca de um talento; e, por causa do flagelo da chuva de pedras, os homens blasfemaram de Deus, porquanto o seu flagelo era sobremodo grande.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Apocalipse 16, comparar traduções ou montar um estudo — tudo direto pelo WhatsApp.