1 Tessalonicenses 3
ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍ (BDV) vs VC
1 ଇତାର୍ ଗିନେ ଅଃମିମଃନ୍ ଆରେକ୍ ସଃମ୍ବାଳୁ ନଃହାର୍ଲୁ । ତଃବେ ଆତିନି ତଃୟ୍ ଏକ୍ଲା ରେଉଁକ୍ ତିର୍ କଃଲୁ,
1 Assim, não podendo mais esperar, resolvemos ficar sozinhos em Atenas,
2 ଆରେକ୍ ତୁମିମଃନ୍କେ ତିର୍ ଆର୍ ତାହୁନ୍ କଃରୁକେ ଆର୍ ତୁମିମଃନାର୍ ବିସ୍ୱାସାର୍ କଃତାୟ୍ ତୁମିମଃନ୍କେ ସାସ୍ ଦେଉଁକ୍ କ୍ରିସ୍ଟର୍ ନିକ କବୁର୍ ପର୍ଚାର୍ କଃର୍ତା କାମେ ଇସ୍ୱର୍ ସଃଙ୍ଗ୍ କାମ୍ କଃର୍ତା ଅଃମାର୍ ବାୟ୍ ତିମତିକେ ହଃଟାୟ୍ଲୁ,
2 e enviar-vos Timóteo, nosso irmão e ministro de Deus no Evangelho de Cristo. Ele tem a missão de vos fortalecer e encorajar na vossa fé,
3 ଜଃନ୍କଃରି କେ ହେଁ ଇ ସଃବୁ ଦୁକ୍ କଃସ୍ଟାର୍ ଗିନେ ବିସ୍ୱାସ୍ ଚାଡି ହଃଚେ ନଃଗୁଚ୍ତି । ଇତାର୍ ଗିନେ ଇସ୍ୱର୍ ଅଃମିମଃନ୍କ୍ ବାଚିଆଚେ ବଃଲି ତୁମିମଃନ୍ ତ ନିଜେ ଜାଣି ଆଚାସ୍ ।
3 a fim de que, em meio às presentes tribulações, ninguém se amedronte. Vós mesmos sabeis que esta é a nossa sorte.
4 କାୟ୍ତାକ୍ବଃଲେକ୍ ଅଃମିମଃନ୍ ଜେ ଦୁକ୍ ବୟଃଗ୍ କଃରୁକେ ଅୟ୍ଦ୍, ଇରି ଅଃମିମଃନ୍ ତୁମାର୍ ସଃଙ୍ଗ୍ ରେତାବଃଳ୍ ତୁମିମଃନ୍କେ ଆଗ୍ତୁ ତର୍କେ ତର୍ କୟ୍ରିଲୁ, ଆରେକ୍ ସେବାନ୍ୟା ଗଃଟିଆଚେ, ଆର୍ ତୁମିମଃନ୍ ସେରି ଜାଣାସ୍ ।
4 Estando ainda convosco, vos predizíamos que haveríamos de padecer tribulações. É o que aconteceu e estais sabendo.
5 ଇତାର୍ ଗିନେ, କଃଡେବଃଳ୍ ସୟ୍ତାନ୍ ତୁମିମଃନ୍କେ କଃଟ୍ହାଳ୍ ବୁଜି ରଃୟ୍ଦ୍ ଆର୍ ଅଃମିମଃନାର୍ କାମ୍ ହଲ୍ୟାୟ୍ ଜାୟ୍ ରଃୟ୍ଦ୍, ଇ ମଃନେ ବାବି ମୁୟ୍ଁ ହେଁ ଆରେକ୍ ସଃମ୍ବାଳି ରେଉଁ ନାହାର୍ଲାକ୍ ତୁମିମଃନାର୍ ବିସ୍ୱାସାର୍ କଃତା ଜାଣୁକେ ତିମତିକ୍ ହଃଟାୟ୍ଲେ ।
5 É este o motivo por que, não podendo mais suportar a demora, mandei colher informações a respeito da vossa fé, pois receava que o tentador vos tivesse seduzido e resultasse em nada o nosso trabalho.
6 ମଃତର୍ ଅଃବେ ତିମତି ତୁମାର୍ ଲଃଗେ ହୁଣି ଅଃମିମଃନାର୍ ଲଃଗେ ବାଉଳି ଆସିଆଚେ, ଆର୍ ସେ ତୁମାର୍ ବିସ୍ୱାସ୍ ଆର୍ ଲାଡ୍ ବିସୟେ ସଃର୍ଦାର୍ କବୁର୍ ଆଣିଆଚେ । ସେ ଅଃମିମଃନ୍କେ ଜାଣାୟ୍ ଆଚେ, ତୁମିମଃନ୍କେ ସଃବୁବଃଳ୍ ଅଃମାର୍ ନିକ ଚିତା କଃରୁଲାସ୍ ଆର୍ ଅଃମିମଃନ୍ ଜଃନ୍କଃରି ତୁମିକେ ଦଃକୁକ୍ ମଃନ୍ କଃରୁଲୁ, ତୁମିମଃନ୍ ହେଁ ସେବାନ୍ୟା ଅଃମିମଃନ୍ ଦଃକୁକ୍ ମଃନ୍ କଃରୁଲାସ୍ ।
6 Mas, agora, Timóteo acaba de voltar da visita que vos fez, trazendo excelentes notícias da vossa fé e caridade. Ele nos falou da afetuosa lembrança que de nós sempre guardais e do desejo que tendes de nos rever, desejo que é também nosso.
7 ଇତାର୍ ଗିନେ ଏ ବାୟ୍ବେଣିମଃନ୍, ଅଃମିମଃନାର୍ ସଃବୁ ବିପ୍ତି ଆର୍ ଦୁକ୍ବୟ୍ଗ୍ ବଃଳ୍ ତୁମାର୍ କଃତାୟ୍ ଦୁକ୍ ହାସ୍ରି ଆଚି । ତୁମିମଃନାର୍ ଅଃଟୁଆ ବିସ୍ୱାସ୍ ହଃକା ଅଃମିମଃନ୍କେ ବାଚାୟ୍ ଆଚେ ।
7 Assim, irmãos, fomos consolados por vós, no meio de todas as nossas angústias e tribulações, em virtude da vossa fé.
8 କାୟ୍ତାକ୍ବଃଲେକ୍ ଅଃମିମଃନ୍ ଅଃବେ ଜିବନ୍ ଆଚୁ, ଜଦି ତୁମିମଃନ୍ ଅଃବେ ହଃତେକ୍ ମାପ୍ରୁର୍ ତଃୟ୍ ତିର୍ ଆଚାସ୍ ।
8 Agora, sim, tornamos a viver, porque permaneceis firmes no Senhor.
9 ସେତାକ୍, ଅଃମାର୍ ଇସ୍ୱର୍ ତଃୟ୍ ତୁମିମଃନାର୍ ଗିନେ ଅଃମିମଃନ୍ ଜୁୟ୍ ସଃବୁ ସଃର୍ଦାୟ୍ ସଃର୍ଦା ଅଃଉଁଲୁ, ସେତାର୍ ବାଦୁଲେ ତୁମାର୍ ଗିନେ ଇସ୍ୱର୍କେ ଦନ୍ୟବାଦ୍ ଦେଉଁଲୁ ।
9 E como poderíamos agradecer a Deus por vós, por toda a alegria que tivemos diante dele por vossa causa?!
10 ତୁମିମଃନାର୍ ବିସ୍ୱାସେ ଜାୟ୍ରି ଉଣା ଆଚେ, ସେରି ହୁରୁଣ୍ କଃରୁକେ ଅଃମିମଃନ୍ ତୁମାର୍ ସଃଙ୍ଗ୍ ଜଃନ୍କଃରି ମିସୁ ହାରୁ, ଇତାର୍ ଗିନେ ଦିନ୍ରାତି ଇସ୍ୱର୍କେ ପାର୍ତ୍ନା କଃରୁଲୁ ।
10 Noite e dia, com intenso, extremo fervor, oramos para que nos seja dado ver novamente a vossa face e completar o que ainda falta à vossa fé.
11 ଅଃମାର୍ ଇସ୍ୱର୍ ଉବା ନିଜେ ଆର୍ ଅଃମିମଃନାର୍ ମାପ୍ରୁ ଜିସୁ ତୁମିମଃନାର୍ ଲଃଗେ ଆସୁକ୍ ଅଃମାର୍ ବାଟ୍ ତିଆର୍ କଃରିଦେଅ ।
11 Que Deus, nosso Pai, e nosso Senhor Jesus nos preparem o caminho até vós!
12 ଆର୍ ତୁମିମଃନାର୍ ଗିନେ ଅଃମାର୍ ଲାଡ୍ ଜଃନ୍କଃରି ଜଃବର୍, ସେବାନ୍ୟା ନିଜାର୍ ନିଜାର୍ ବିତ୍ରେ ଆର୍ ବିନ୍ ସଃବୁ ଲକାର୍ ଗିନେ ମାପ୍ରୁ ତୁମିମଃନାର୍ ଲାଡ୍କେ ଅଃଦିକ୍ ବାଡାଅ ।
12 Que o Senhor vos faça crescer e avantajar na caridade mútua e para com todos os homens, como é o nosso amor para convosco.
13 ସେ ତୁମିମଃନାର୍ ମଃନ୍ ତିର୍ କଃର, ତଃବେ ଅଃମାର୍ ମାପ୍ରୁ ଜିସୁ ଜଃଡେବଃଳ୍ ଅଃହ୍ଣାର୍ ଦଃର୍ମିମଃନାର୍ ସଃଙ୍ଗ୍ ଆସେଦ୍, ସଃଡେବଃଳ୍ ତୁମିମଃନ୍କେ ଅଃମାର୍ ଉବା ଇସ୍ୱରାର୍ ମୁଏଁ ନିର୍ଦସି ଆର୍ ପବିତ୍ର ଦଃକା ଜାହାସ୍ ।
13 Que ele confirme os vossos corações, e os torne irrepreensíveis e santos na presença de Deus, nosso Pai, por ocasião da vinda de nosso Senhor Jesus com todos os seus santos!
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar 1 Tessalonicenses 3, comparar traduções ou montar um estudo — tudo direto pelo WhatsApp.