1 Pedro 4
ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍ (BDV) vs ARIB
1 କ୍ରିସ୍ଟ ଗଃଗାଳେ ଦୁକ୍ ବୟ୍ଗ୍ କଃରି ରିଲାକ୍ ତୁମିମଃନ୍ ହେଁ ସେରଃକମ୍ ମଃନ୍ ଦଃରି ଅଃହ୍ଣାମଃନ୍କେ ନିକ କଃରି ତିଆର୍ କଃରା, ବଃଲେକ୍ ଜେ କ୍ରିସ୍ଟର୍ ଗିନେ ଗଃଗାଳେ ଦୁକ୍ବୟ୍ଗ୍ କଃରିଆଚେ, ସେ ହାହ୍ ଚାଡି ଆଚେ,
1 Ora pois, já que Cristo padeceu na carne, armai-vos também vós deste mesmo pensamento; porque aquele que padeceu na carne já cessou do pecado;
2 ଜଃନ୍କଃରି ତୁମିମଃନ୍ ଇ ଜଃଗତାର୍ ଜିବନାର୍ ବାକି କାଳ୍ ମାନାୟ୍ର୍ କଃରାବ୍ ଇଚା ହଃର୍କାରେ ଜିବନ୍କାଟି ନଃକେରି ଇସ୍ୱରାର୍ ଇଚା ହଃର୍କାରେ ଜିବନ୍ କାଟା ।
2 para que, no tempo que ainda vos resta na carne não continueis a viver para as concupiscências dos homens, mas para a vontade de Deus.
3 ସେତାକ୍ ଅଜିଉଦିମଃନାର୍ ଇଚା ହଃର୍କାରେ କାମ୍ କଃରି ତୁମିମଃନ୍ ଜଃତି ଦିନ୍ କଃରାବ୍ କାମ୍, କଃରାବ୍ ଇଚା, ମଃଦ୍ କାତାର୍, ରଃଙ୍ଗ୍ରଃସିଆ, ମାତୁଆଳି ଆର୍ କିଚ୍କିଚା ମୁର୍ତିହୁଜା କଃର୍ତି ରିଲାସ୍ ।
3 Porque é bastante que no tempo passado tenhais cumprido a vontade dos gentios, andando em dissoluções, concupiscências, borrachices, glutonarias, bebedices e abomináveis idolatrias.
4 ଇ ରଃକମ୍ ଉତ୍ହାତ୍ ବାଟେ ତୁମିମଃନ୍ ସେମଃନାର୍ ସଃଙ୍ଗ୍ ଦଃବ୍ଳି ନଃଜାହାସ୍, ଇରି ସେମଃନ୍ କାବା ଅୟ୍ ତୁମିମଃନାର୍ ବେସି ଲିନ୍ଦା କଃର୍ତି ।
4 E acham estranho não correrdes com eles no mesmo desenfreamento de dissolução, blasfemando de vós;
5 ମଃତର୍ ଜୁୟ୍ ଇସ୍ୱର୍ ଜିବନ୍ ରିଲା ଆର୍ ମଃଲାଲକ୍ମଃନାର୍ ବିଚାର୍ କଃରେଦ୍, ତାର୍ ଚଃମେ ସେମଃନ୍କେ ଇସାବ୍ ଦେଉଁକେ ହଃଳେଦ୍ ।
5 os quais hão de dar conta ao que está preparado para julgar os vivos e os mortos.
6 ବଃଲେକ୍ ଇତାର୍ ଗିନେ ହଃକା ମଃଲା ଲକାର୍ ତଃୟ୍ ହେଁ ନିକ କବୁର୍ ପର୍ଚାର୍ ଅୟ୍ଲି, ଜଃନ୍କଃରି ସେମଃନ୍ ମାନାୟ୍ମଃନାର୍ ହର୍ ଗଃଗାଳେ ବିଚାର୍ କଃରା ଅୟ୍ଲେକ୍ ହେଁ, ଇସ୍ୱରାର୍ ହର୍ ଆତ୍ମାୟ୍ ଜିବନ୍ ଅଃଉତି ।
6 Pois é por isto que foi pregado o evangelho até aos mortos, para que, na verdade, fossem julgados segundo os homens na carne, mas vivessem segundo Deus em espírito.
7 ମଃତର୍ ସଃବୁ ବିସୟାର୍ ସଃରାସଃରି ଦିନ୍ ଲଃଗେ ଅୟ୍ଲିବେ । ବଃଲେକ୍ ନିକ ବୁଦିର୍ ଅଃଉଆ ଆର୍ ପାର୍ତ୍ନା କଃରୁକେ ମଃନ୍ ତିର୍ କଃରି ଜଃଗ୍ରାତ୍ ରିଆ ।
7 Mas já está próximo o fim de todas as coisas; portanto sede sóbrios e vigiai em oração;
8 ମୁଳ୍କଃରି ତୁମିମଃନ୍ ମଃନ୍ହଃରାଣ୍ ସଃଙ୍ଗ୍ ଲାଡ୍ କଃରାକଃରି ଅଃଉତି ରିଆ, ବଃଲେକ୍ ଲାଡ୍ ବୁତେକ୍ ହାହ୍ ଡାହେଦ୍ ।
8 tendo antes de tudo ardente amor uns para com os outros, porque o amor cobre uma multidão de pecados;
9 କଃଟି ନଃୟ୍କଃରି ଏକ୍ଆରେକ୍କେ ଗଃରେ କୁଦା ।
9 sendo hospitaleiros uns para com os outros, sem murmuração;
10 ହଃତି ଲକ୍ ହେଁ ଜଃନ୍କଃରି ଦଃୟା ହାୟ୍ ଆଚାସ୍, ସେ ରଃକମ୍ ଇସ୍ୱରାର୍ ସଃବୁ ବାଟାର୍ ଦଃୟାର୍ ନିକ ବଃଣ୍ଡାର୍ଗଃରିଆ ହର୍ ଏକ୍ଆରେକାର୍ ସେବା କଃରା ।
10 servindo uns aos outros conforme o dom que cada um recebeu, como bons despenseiros da multiforme graça de Deus.
11 କେ ଜଦି ପର୍ଚାର୍ କଃରେଦ୍, ତଃବେ ସେ ଇସ୍ୱରାର୍ ବାକ୍ୟର୍ ପର୍ଚାର୍କଃରୁ ହର୍ ପର୍ଚାର୍ କଃର; କେ ଜଦି ସେବା କଃରେଦ୍, ତଃବେ ଇସ୍ୱରାର୍ ସଃକ୍ତି ହାୟ୍ଲା ଲକ୍ ହର୍ ସେବା କଃର, ଜଃନ୍କଃରି ଜିସୁ କ୍ରିସ୍ଟର୍ ଗିନେ ଇସ୍ୱର୍ ଜଃଜ୍ମାନ୍ ହାୟ୍ଦ୍; ଜୁଗେଜୁଗେ ଜଃଜ୍ମାନ୍ ଆର୍ ସଃକ୍ତି ତାର୍ । ଆମେନ୍ ।
11 Se alguém fala, fale como entregando oráculos de Deus; se alguém ministra, ministre segundo a força que Deus concede; para que em tudo Deus seja glorificado por meio de Jesus Cristo, ma quem pertencem a glória e o domínio para todo o sempre. Amém.
12 ଏ ଲାଡାର୍ ବାୟ୍ବେଣିମଃନ୍ ତୁମିମଃନାର୍ ପରିକ୍ୟା ଗିନେ ଜୁୟ୍ ଦୁକ୍ ବୟ୍ଗାର୍ ହର୍ ଜୟ୍ ଆୟ୍ଲି ଆଚେ, ସେରି କାବା ଅଃଉତା ଗଃଟ୍ଣା ବଃଲି କାବା ଅଃଉଆ ନାୟ୍ ।
12 Amados, não estranheis a ardente provação que vem sobre vós para vos experimentar, como se coisa estranha vos acontecesse;
13 ମଃତର୍ ଜଃତେକ୍ ମାଡ୍ କ୍ରିସ୍ଟର୍ ଦୁକ୍ ବୟ୍ଗାର୍ ବାଗି ଅଃଉଁଲାସ୍ ସଃତେକ୍ ମାଡ୍ ସଃର୍ଦା କଃରା ଜଃନ୍କଃରି ତାର୍ ଜଃଜ୍ମାନ୍ ଜାଣାହଃଳ୍ତା ବଃଳ୍ ହେଁ ତୁମିମଃନ୍ ବଃଡେ ସଃର୍ଦା କଃରାସ୍ ।
13 mas regozijai-vos por serdes participantes das aflições de Cristo; para que também na revelação da sua glória vos regozijeis e exulteis.
14 ଜଦି ତୁମିମଃନ୍ କ୍ରିସ୍ଟର୍ ନାଉଁଆର୍ ଗିନେ ଲିନ୍ଦା ହାଉଁଲାସ୍, ତଃନ୍ଅୟ୍ଲେକ୍ ତୁମିମଃନାର୍ ବାୟ୍ଗ୍, ବଃଲେକ୍ ଜଃଜ୍ମାନାର୍ ଆତ୍ମା, ବଃଲେକ୍ ଇସ୍ୱରାର୍ ଆତ୍ମା, ତୁମିମଃନାର୍ ତଃୟ୍ ଉତ୍ରୁଲି ।
14 Se pelo nome de Cristo sois vituperados, bem-aventurados sois, porque sobre vós repousa o Espírito da glória, o Espírito de Deus.
15 ଇତାର୍ ଗିନେ ତୁମିମଃନାର୍ ବିତ୍ରେ କେ ଜଦି ନଃର୍ ହଃତ୍ୟାକାରି, କି ଚର୍, କି କଃରାବ୍ ବେବାର୍ କଃରୁ, କି ଅଃଦିକାର୍ ନୟ୍ଲା ଗାଣେଞ୍ଜ୍କଃଉ, ଅୟ୍ ଦଃଣ୍ଡ୍ ବୟ୍ଗ୍ ନଃକେର ।
15 Que nenhum de vós, entretanto, padeça como homicida, ou ladrão, ou malfeitor, ou como quem se entremete em negócios alheios;
16 ମଃତର୍ କେ ଜଦି କ୍ରିସ୍ଟାନ୍ ଅୟ୍ ଡଃଣ୍ଡ୍ ବୟ୍ଗ୍ କଃରେଦ୍, ତଃନ୍ଅୟ୍ଲେକ୍ ସେ ଲାଜ୍ ନଃଉଅ, ମଃତର୍ ଇ ନାଉଁଆର୍ ଗିନେ ଇସ୍ୱରାର୍ ଗୁଣ୍ କଃଉଆ ।
16 mas, se padece como cristão, não se envergonhe, antes glorifique a Deus neste nome.
17 ବଃଲେକ୍ ଇସ୍ୱରାର୍ ଗଃରେହୁଣି ଆରୁମ୍ କଃରି ବିଚାର୍ କଃର୍ତା ବେଳା ଅୟ୍ଲିବେ; ଆର୍ ଜଦି ହଃର୍ତୁ ଅଃମାର୍ ତଃୟ୍ ଆରୁମ୍ ଅୟ୍ଦ୍, ତଃବେ ଜୁୟ୍ମଃନ୍ ଇସ୍ୱରାର୍ ନିକ କବୁରାର୍ ବଲ୍ ନଃମାନ୍ତି, ସେମଃନ୍କାର ସଃରାସଃରି ଦଃସା କଃନ୍କାର୍ ନୟ୍ ?
17 Porque já é tempo que comece o julgamento pela casa de Deus; e se começa por nós, qual será o fim daqueles que desobedecem ao evangelho de Deus?
18 ସାସ୍ତରେ ଲେକା ଆଚେ,
18 E se o justo dificilmente se salva, onde comparecerá o ímpio pecador?
19 ତଃବେ, ଜୁୟ୍ମଃନ୍ ଇସ୍ୱରାର୍ ଇଚା ହଃର୍କାରେ ଦୁକ୍ ବୟ୍ଗ୍ କଃର୍ତି, ସେମଃନ୍ ସଃତ୍ କାମ୍ କଃରି ତାର୍ ତଃୟ୍ ହୁରାହୁରି ବଃର୍ସା କଃରତ୍ । ସେମଃନାର୍ ଉବ୍ଜାଣ୍କାରି ଇସ୍ୱର୍ ସଃବୁବଃଳ୍ ତାର୍ ଜଃବାଉ ରଃକ୍ୟା କଃରେଦ୍ ।
19 Portanto os que sofrem segundo a vontade de Deus confiem as suas almas ao fiel Criador, praticando o bem.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar 1 Pedro 4, comparar traduções ou montar um estudo — tudo direto pelo WhatsApp.