Judas 1

Oriya Bible (GL_ORIYA)

1 ମୁଁ ୟିହୂଦା, ଯୀଶୁଖ୍ରୀଷ୍ଟଙ୍କର ଜଣେ ସବେକ ଓ ଯାକୁବଙ୍କର ଭାଇ ଅଟେ।

2 ପରମେଶ୍ବରଙ୍କର ଦୟା, ପ୍ ରମେ ଓ ଶାନ୍ତି ପ୍ରଚୁର ଭାବରେ ତୁମ୍ଭମାନେେ ଭୋଗ କର।

3 ପ୍ରିୟ ବନ୍ଧୁମାନେ, ମୁଁ ତୁମ୍ଭମାନଙ୍କ ପାଖକୁ ଆମ୍ଭେ ସମସ୍ତେ ଅଂଶୀଦାର ହାଇେଥିବା ପରିତ୍ରାଣ ସମ୍ବନ୍ଧ ରେ ଲେଖିବା ପାଇଁ ବହୁତ ଇଚ୍ଛା କରୁଥିଲି। କିନ୍ତୁ ତାହା ବଦଳ ରେ ମୁଁ ଅନ୍ୟ କଥା ଲେଖିବା ଆବଶ୍ଯକ ଇଚ୍ଛା କଲି ; ମୁଁ ତୁମ୍ଭକୁ ବିଶ୍ବାସ ସକାେଶ କଠିନ ପରିଶ୍ରମ କରିବା ପାଇଁ ଉତ୍ସାହିତ କରିବାକୁ ଚା ହେଁ। ପରମେଶ୍ବର ତାହାଙ୍କର ପବିତ୍ର ଲୋକମାନଙ୍କୁ ସହେି ବିଶ୍ବାସ ଦଇେଥିଲେ। ପରମେଶ୍ବର ଏକାଥରକେ ଏହି ବିଶ୍ବାସ ଦଇେଛନ୍ତି ଓ ଏହା ସବୁଦିନ ପାଇଁ ଉତ୍ତମ।

4 କେତକେ ଲୋକମାନେ ଗୁପ୍ତ ଭାବରେ ତୁମ୍ଭ ଦଳ ରେ ପ୍ରବେଶ କରିଛନ୍ତି। ସମାନେେ ସମାନଙ୍କେର କାର୍ୟ୍ଯ ପାଇଁ ଦୋଷୀ ବିବଚେିତ ହାଇେ ସାରିଲଣେି। ଭବିଷ୍ଯଦ୍ ବକ୍ତାମାନେ ବହୁତ ଆଗରୁ ଏହି ଲୋକମାନଙ୍କ ବିଷୟ ରେ ଲେଖିଥିଲେ। ଏହି ଲୋକମାନେ ପରମେଶ୍ବରଙ୍କର ବିରୋଧୀ। ସମାନେେ ପାପପୂର୍ଣ୍ଣ କାର୍ୟ୍ଯ କରିବା ପାଇଁ ଆମ୍ଭ ପରମେଶ୍ବରଙ୍କର ଅନୁଗ୍ରହକୁ ଅପବ୍ଯବହାର କରୁଛନ୍ତି। ଏହି ଲୋକମାନେ ଆମ୍ଭର କର୍ତ୍ତା ଓ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଗ୍ରହଣ କରୁ ନାହାନ୍ତି।

5 ତୁମ୍ଭେ ଆଗରୁ ଜାଣିଥିବା କେତକେ କଥା ସ୍ମରଣ କରାଇବା ପାଇଁ ମୁଁ ତୁମ୍ଭମାନଙ୍କୁ ସାହାୟ୍ଯ କରିବାକୁ ଚା ହେଁ। ମନରେଖ, ପ୍ରଭୁ ତାହାଙ୍କର ଲୋକଙ୍କୁ ମିସର ଦେଶରୁ ଉଦ୍ଧାର କଲେ। କିନ୍ତୁ ପରେ ପ୍ରଭୁ ସମସ୍ତ ଅବିଶ୍ବାସୀ ଲୋକମାନଙ୍କୁ ଧ୍ବଂସ କରି ଦେଲେ।

6 ତୁମ୍ଭେ ସହେି ସ୍ବର୍ଗଦୂତମାନଙ୍କ ବିଷୟ ମନେ ପକାଅ, ଯେଉଁମାନଙ୍କର କ୍ଷମତା ଥିଲା କିନ୍ତୁ ସମାନେେ ତାହାକୁ ରଖିପାରିଲେ ନାହିଁ। ସମାନେେ ନିଜ ନିଜ ଘର ଛାଡ଼ି ଦେଲେ। ତେଣୁ ପ୍ରଭୁ ସମାନଙ୍କେୁ ଅନ୍ଧକାର ରେ ରଖିଛନ୍ତି। ସମାନେେ ଅନନ୍ତକାଳୀନ ବନ୍ଧନ ରେ ବନ୍ଧା ହାଇେଛନ୍ତି। ସେ ସମାନଙ୍କେୁ ମହାବିଚାର ଦିନ ପର୍ୟ୍ଯନ୍ତ ରଖିଛନ୍ତି।

7 ସଦୋମ, ଗ ମାରେ ଓ ତା' ପାଖାପାଖି ଅନ୍ୟ ନଗରଗୁଡ଼ିକୁ ମନେ ପକାଅ। ସମାନେେ ଠିକ୍ ସହେି ସ୍ବର୍ଗଦୂତମାନଙ୍କ ପରି। ସହେି ନଗରଗୁଡ଼ିକ ବ୍ଯଭିଚାର ପାପ ଓ ଅସ୍ବାଭାବିକ କାମୁକତା ରେ ପରିପୂର୍ଣ୍ଣ ଥିଲା। ସମାନେେ ଅନନ୍ତ ଅଗ୍ନି ଦଣ୍ଡ ରେ ଦଣ୍ଡିତ ହେଲେ। ସମାନଙ୍କେର ଦଣ୍ଡ ଆମ୍ଭମାନଙ୍କ ଆଗ ରେ ଗୋଟିଏ ଉଦାହରଣ ସ୍ବରୂପ ରହିଛି।

8 ତୁମ୍ଭମାନଙ୍କ ଦଳ ରେ ପ୍ରବେଶ କରିଥିବା ଲୋକମାନେ ଠିକ୍ ଏହିପରି। ସମାନେେ ସ୍ବପ୍ନ ଦ୍ବାରା ପରିଚାଳିତ ହୁଅନ୍ତି। ସମାନେେ ନିଜ ଶରୀରକୁ ପାପ କାର୍ୟ୍ଯ ରେ ଦୂଷିତ କରନ୍ତି। ସମାନେେ ପରମେଶ୍ବରଙ୍କର କତ୍ତୃର୍ତ୍ବକୁ ଅସ୍ବୀକାର କରନ୍ତି ଓ ଗୌରବମୟ ସ୍ବର୍ଗଦୂତମାନଙ୍କ ବିରୁଦ୍ଧ ରେ ବହୁତ ମନ୍ଦ କଥା କହନ୍ତି।

9 ପ୍ରଧାନ ସ୍ବର୍ଗଦୂତ ମୀଖାଯଲେ ମଧ୍ଯ ଏହା କରି ନ ଥିଲେ। ସେ ମାଶାଙ୍କେ ଶରୀର ନବୋ ବିଷୟ ରେ ଶୟତାନ ସହିତ ୟୁକ୍ତି କରିଥିଲେ। କିନ୍ତୁ ମୀଖାଯଲେ ସମାଲୋଚନାମୂଳକ କଥା କହି ତାହାକୁ ଦୋଷୀ କରିବାକୁ ସାହସ କଲେ ନାହିଁ। କିନ୍ତୁ ସେ କହିଲେ, ପ୍ରଭୁ ତୁମ୍ଭକୁ ଦଣ୍ଡ ଦିଅନ୍ତୁ।

10 କିନ୍ତୁ ଏହି ଲୋକମାନେ ଗୋଟିଏ କଥା ନ ବୁଝି, ସେ ବିଷୟ ରେ ସମାଲୋଚନା କରନ୍ତି। ସମାନେେ ଅଳ୍ପ କିଛି ବୁଝନ୍ତି। କିନ୍ତୁ ସମାନେେ ଚିନ୍ତା ନ କରି ବୁଝନ୍ତି। କବଳେ ମୂକ ପଶୁମାନଙ୍କ ପରି ସ୍ପର୍ଶ କରି ବୁଝନ୍ତି। ଏହି ବିଷୟଗୁଡ଼ିକ ହତେୁ ସମାନେେ ବିନଷ୍ଟ ହୁଅନ୍ତି।

11 ଏହା ସମାନଙ୍କେ ପାଇଁ ଖରାପ ଅଟେ। ଏହି ଲୋକମାନେ କଯିନର ପଥ ଅନୁସରଣ କରିଛନ୍ତି। ସମାନେେ ଅର୍ଥ ଲୋଭ ସକାେଶ ବିଲିୟମ ପରି ଅନ୍ଯାୟ ପଥ ଅନୁସରଣ କରିଛନ୍ତି। ଏହି ଲୋକମାନେ କୋରହ ପରି ପରମେଶ୍ବରଙ୍କ ବିରୁଦ୍ଧ ରେ ଆଚରଣ କରିଛନ୍ତି। କୋରହ ପରି ସମାନେେ ମଧ୍ଯ ଧ୍ବଂସ ହବେେ।

12 ଏମାନେ ତୁମ୍ଭମାନଙ୍କର ପ୍ ରମେି ଭୋଜିର କଳଙ୍କ ପରି। ସମାନେେ ନିର୍ଭୟ ରେ ତୁମ୍ଭ ସହିତ ଭୋଜନ କରନ୍ତି। ସମାନେେ କବଳେ ନିଜର ଯତ୍ନ ନିଅନ୍ତି। ସମାନେେ ବର୍ଷା ବିହୀନ ମେଘ ଖଣ୍ଡମାନ। ପବନ ଦ୍ବାରା ସମାନେେ ଚାରିଆଡ଼େ ଉଡ଼ନ୍ତି। ସମାନେେ ହମେନ୍ତ କାଳ ରେ ଫଳ ନ ଥିବା ଗଛ ପରି ଓ ଭୂମିରୁ ହଠାତ୍ ଉପୁଡ଼ି ଯାଆନ୍ତି। ସମାନଙ୍କେର ଦୁଇ ଥର ମୃତ୍ଯୁ ହୁଏ।

13 ସମାନେେ ସମୁଦ୍ରର ପ୍ରଚଣ୍ଡ ତରଙ୍ଗ ସଦୃଶ। ଏହି ତରଙ୍ଗ ଫଣେ ସୃଷ୍ଟି କରେ। ତରଙ୍ଗ ଫଣେ ସୃଷ୍ଟି କଲା ଭଳି ଏହି ଲୋକମାନେ ଲଜ୍ଜାଜନକ କାର୍ୟ୍ଯ କରନ୍ତି। ଏହି ଲୋକମାନେ ଆକାଶ ରେ ଏଣତେଣେେ ଘୁରି ବୁଲୁଥିବା ନକ୍ଷତ୍ର ତୁଲ୍ଯ। ଏହି ଲୋକମାନଙ୍କ ନିମନ୍ତେ ଚିରକାଳ ପାଇଁ ଘୋର ଅନ୍ଧକାରମୟ ସ୍ଥାନ ରଖାଯାଇଅଛି।

14 ଆଦମଙ୍କଠାରୁ ପୁରୁଷାନୁକ୍ରମେ ସପ୍ତମ ପୁରୁଷ ରେ ଜାତ ହନୋକ ଏହି ଲୋକମାନଙ୍କ ବିଷୟ ରେ ଏହି କଥା କହିଥିଲେ : ଦେଖ ପ୍ରଭୁ ତାହାଙ୍କର ହଜାର ହଜାର ପବିତ୍ର ସ୍ବର୍ଗଦୂତମାନଙ୍କ ସହିତ ଆସୁଛନ୍ତି।

15 ପ୍ରଭୁ ପ୍ରେତ୍ୟକକ ଲୋକଙ୍କର ବିଚାର କରିବେ। ସେ ପରମେଶ୍ବରଙ୍କ ବିରୋଧୀ ପ୍ରେତ୍ୟକକ ଲୋକଙ୍କୁ ବିଚାର କରିବାକୁ ଓ ଦଣ୍ଡ ଦବୋକୁ ଆସୁଛନ୍ତି। ସେ ପରମେଶ୍ବରଙ୍କର ବିରୁଦ୍ଧ ରେ ଦୁଷ୍କର୍ମ କରିଥିବା ପ୍ରେତ୍ୟକକ ଲୋକଙ୍କୁ ଦଣ୍ଡ ଦବେେ। ଯେଉଁମାନେ ପରମେଶ୍ବରଙ୍କ ବିରୋଧୀ, ସହେି ପାପୀମାନଙ୍କୁ ପରମେଶ୍ବର ଦଣ୍ଡ ଦବେେ। ପରମେଶ୍ବରଙ୍କ ବିରୁଦ୍ଧ ରେ ମନ୍ଦକଥା କହିବା ହତେୁ ସେ ସମାନଙ୍କେୁ ଦଣ୍ଡ ଦବେେ।

16 ଏହି ଲୋକମାନେ ସର୍ବଦା ଅନ୍ୟ ଲୋକମାନଙ୍କ ବିରୁଦ୍ଧ ରେ ଅଭିଯୋଗ କରନ୍ତି ଓ ସମାନଙ୍କେର ଦୋଷ ବାହାର କରନ୍ତି। ସମାନେେ ସବୁବେଳେ ନଜ ଇଚ୍ଛା ଅନୁସାରେ ମନ୍ଦ କର୍ମମାନ କରିଥାଆନ୍ତି। ସମାନେେ ନିଜ ବିଷୟ ରେ ଅହଙ୍କାର କରି କଥା କୁହନ୍ତି। ସମାନେେ ନିଜ ସ୍ବାର୍ଥ ହାସଲ କରିବା ପାଇଁ କବଳେ ଅନ୍ୟ ଲୋକମାନଙ୍କ ସପକ୍ଷ ରେ ଭଲକଥା କୁହନ୍ତି।

17 ପ୍ରିୟ ବନ୍ଧୁମାନେ, ଆମ୍ଭମାନଙ୍କର ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ପ୍ ରରେିତମାନେ ତୁମ୍ଭମାନଙ୍କୁ ପୂର୍ବରୁ ଯେଉଁ ସବୁ କଥା କହିଛନ୍ତି, ତାହା ସ୍ମରଣ କର।

18 ପ୍ ରରେିତମାନେ ତୁମ୍ଭକୁ କହିଥିଲେ, ଶଷେ କାଳ ରେ ପରମେଶ୍ବରଙ୍କୁ ଉପହାସ କରୁଥିବା ଲୋକମାନେ ଉଠିବେ। ଏହି ଲୋକମାନେ କବଳେ ନିଜ ଇଚ୍ଛା ଅନୁସାରେ ପରମେଶ୍ବରଙ୍କ ବିରୁଦ୍ଧ ରେ କାର୍ୟ୍ଯ କରନ୍ତି।

19 ଏହି ଲୋକମାନେ ତୁମ୍ଭମାନଙ୍କ ମଧିଅରେ ଦଳଭଦେ ସୃଷ୍ଟି କରନ୍ତି। ସମାନେେ ନିଜର ପାପ ଇଚ୍ଛା ଅନୁସାରେ ସମସ୍ତ କାର୍ୟ୍ଯ କରନ୍ତି। ସମାନଙ୍କେ ମଧିଅରେ ପବିତ୍ର ଆତ୍ମା ନାହାଁନ୍ତି।

20 କିନ୍ତୁ ମାରେ ପ୍ରିୟ ବନ୍ଧୁଗଣ, ତୁମ୍ଭମାନେେ ନିଜର ପବିତ୍ର ବିଶ୍ବାସ ଉପରେ ନିଜନିଜ ଜୀବନକୁ ଦୃଢ଼ ଭାବରେ ଗଢ଼। ପବିତ୍ର ଆତ୍ମାଙ୍କ ସାହାୟ୍ଯ ରେ ପ୍ରାର୍ଥନା କର।

21 ପରମେଶ୍ବରଙ୍କର ପ୍ ରମେ ରେ ନିଜ ନିଜକୁ ସ୍ଥିର କରି ରଖ। ତୁମ୍ଭମାନେେ ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ଦୟାର ଅପେକ୍ଷା କର। ସେ ତୁମ୍ଭକୁ ଅନନ୍ତ ଜୀବନ ପ୍ରଦାନ କରିବେ।

22 ସନ୍ଦହେ ରେ ପଡ଼ିଥିବା ଲୋକମାନଙ୍କୁ ସାହାୟ୍ଯ କର।

23 ଅନ୍ୟ ଲୋକମାନଙ୍କୁ ରକ୍ଷାକର। ସହେି ଲୋକମାନଙ୍କୁ ଅଗ୍ନିରୁ ଟାଣି ଆଣ। କିନ୍ତୁ ତୁମ୍ଭେ ଅନ୍ୟ ପାପୀମାନଙ୍କୁ ଦୟା ଦଖାଇବୋ ବେଳେ ସାବଧାନ ରେ ରୁହ। ପାପରେ କଳଙ୍କିତ ହାଇେଥିବା ସମାନଙ୍କେର ଲୁଗାପଟାକୁ ମଧ୍ଯ ଘୃଣା କର।

24 ପରମେଶ୍ବର ଶକ୍ତିଶାଳୀ ଓ ସେ ତୁମ୍ଭକୁ ପତନରୁ ରକ୍ଷା କରିବେ। ସେ ତୁମ୍ଭକୁ ମନ୍ଦରୁ ରକ୍ଷା କରି ନିଜର ଗୌରବ ସମ୍ମୁଖରୁ ଆଣି ପାରିବେ ଓ ତୁମ୍ଭକୁ ମହାନନ୍ଦ ଦଇେ ପାରିବେ।

25 ସେ ଏକମାତ୍ର ପରମେଶ୍ବର। ସେ କବଳେ ଆମ୍ଭକୁ ଉଦ୍ଧାର କରନ୍ତି। ଆମ୍ଭର ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଦ୍ବାରା ଅତୀତ, ବର୍ତ୍ତମାନ ଓ ଚିରଦିନ ପାଇଁ ତ୍ରାଣକର୍ତ୍ତା ପରମେଶ୍ବରଙ୍କର ଗୌରବ, ମହିମା, କ୍ଷମତା ଓ ଅଧିକାର ହେଉ। ଆମେନ୍।

Ler em outra tradução

Comparar lado a lado

Estude este capítulo no WhatsApp

Peça à IA da Bíblia Fala para explicar Judas 1, comparar traduções ou montar um estudo — tudo direto pelo WhatsApp.