Gênesis 29

Oriya Bible (GL_ORIYA)

1 ଏହାପରେ ଯାକୁବ ତାଙ୍କର ୟାତ୍ରା ଚାଲୁ ରଖିଲେ, ସେ ପୂର୍ବଦିଗସ୍ଥ ଦେଶକୁ ଗଲେ।

2 ଯାକୁବ ଦେଖିଲେ, ସହେି ଭୂମିରେ ଏକ କୂପ। ସହେି ମଷେମାନେ, ସହେି କୂପ ନିକଟରେ ବିଶ୍ରାମ ନେଉଥିଲେ। ଏହା ହେଉଛି ସହେି ସ୍ଥାନ, ମଷେମାନେ ଜଳପାନ କରୁଥିଲେ। ଗୋଟିଏ ବଡ଼ ଶୀଳାଖଣ୍ଡ କୂପର ମୁହଁ ଘାଡ଼ୋଇ ରଖିଥିଲା।

3 ଯେତବେେଳେ ସବୁ ମଷେପଲ ସହେି କୂପ ନିକଟରେ ଉପସ୍ଥିତ ହୁଅନ୍ତି ସେତବେେଳେ ମଷେପାଳକମାନେ ଏହି ଶୀଳାକୁ କୂପର ସମ୍ମୁଖରୁ କାଢ଼ିଦିଅନ୍ତି। ମଷେମାନେ ପାଣି ପିଇ ସାରିବା ପରେ ସମାନେେ କୂପର ମୁହଁକୁ ପଥର ସହିତ ଆଚ୍ଛାଦନ କଲେ।

4 ଯାକୁବ ସଠାେରେ ସହେି ମଷେପାଳକମାନକୁ କହିଲେ, ହେ ଭାଇମାନେ ତୁମ୍ଭର ଘର କେଉଁଠି?

5 ଏହାପରେ ଯାକୁବ କହିଲେ, ତୁମ୍ଭମାନେେ ଲାବନଙ୍କୁ ଜାଣିଛ କି, ଯେ କି ନାହାରେ ପୁତ୍ର?

6 ଏହାପରେ ଯାକୁବ ତାଙ୍କୁ ପଚାରିଲେ, ସେ କିପରି ଅଛନ୍ତି।

7 ଯାକୁବ କହିଲେ, ଦେଖ ଏବେ ବହୁତ ବଳେ ଅଛି। ମଷେପଲ ଏକତ୍ର କରିବାର ସମୟ ହାଇନୋହିଁ। ତୁମ୍ଭମାନେେ ମଷଗେଣଙ୍କୁ ଜଳପାନ କରାଇ ପୁନ୍ନର୍ବାର ଚରାଇବାକୁ ନଇୟୋଅ।

8 କିନ୍ତୁ ମଷେପାଳକ କହିଲେ, ଯେପର୍ୟ୍ଯନ୍ତ ସମସ୍ତ ମଷେ ଏକତ୍ର ନ ହାଇେଛନ୍ତି ସେ ପର୍ୟ୍ଯନ୍ତ ଆମ୍ଭେ ଏହା କରିପାରିବୁ ନାହିଁ। ସମସ୍ତ ଏକତ୍ର ହବୋପରେ ଆମ୍ଭେ କୂପ ସମ୍ମୁଖରୁ ପଥର କାଢିବୁ ଏବଂ ସମସ୍ତ ମଷେମାନେ ପାଣି ପିଇପାରିବେ।

9 ଯେତବେେଳେ ଯାକୁବ ମଷେପାଳକମାନଙ୍କ ସହିତ କଥା ହେଉଥିଲେ ସହେି ସମୟରେ ରାହେଲ ତାଙ୍କ ପିତାଙ୍କର ମଷେପଲ ସହିତ ଉପସ୍ଥିତ ହେଲେ। ନିଜ ପାତାଙ୍କ ମଷେମାନଙ୍କର ଯତ୍ନ ନବୋ ଏହା ରାହେଲଙ୍କର କାର୍ୟ୍ଯ ଥିଲା।

10 ରାହେଲ ଥିଲା ଲାବନ୍ର ଝିଅ। ଲାବନ ଥିଲେ ଯାକୁବର ମା' ରିବିକାର ଭାଇ। ଯାକୁବ ଯେତବେେଳେ ମାତୁଳ ଲାବନର କନ୍ଯା ମଷେ ସହିତ ରାହେଲକୁ ଦେଖିଲା, ସେ ୟାଇ ପଥର ଘୁଞ୍ଚାଇଲେ ଓ ତାଙ୍କର ମଷେମାନେ ଜଳପାନ କଲେ।

11 ଏହାପରେ ଯାକୁବ ତାଙ୍କୁ ଚୁମ୍ବନ ଦଲୋ ଏବଂ କାନ୍ଦିଲା।

12 ଯାକୁବ ରାହେଲକୁ କହିଲେ, ଯେ ସେ ହେଉଛନ୍ତି ରିବିକାର ପୁତ୍ର। ତେଣୁ ରାହେଲ ଘରକୁ ଦୌଡ଼ିୟାଇ ତାଙ୍କ ପିତାଙ୍କୁ କହିଲେ।

13 ଲାବନ ତାଙ୍କ ଭଉଣୀର ପୁତ୍ର ଯାକୁବ ବିଷଯ ରେ ସମସ୍ତ ଶୁଣିଲେ। ତେଣୁ ଲାବନ ତାଙ୍କୁ ଦେଖିବା ପାଇଁ ଦୌଡ଼ିଗଲେ, ଲାବନ ତାଙ୍କୁ ଆଲିଙ୍ଗନ କଲେ ଓ ଚିମ୍ବନ ଦେଲେ। ଏବଂ ତାଙ୍କୁ ତାଙ୍କ ସହିତ ତାଙ୍କ ଗୃହକୁ ଆଣିଲେ। ଯାକୁବ ଲାବନକୁ ସବୁକିଛି କହିଲା।

14 ଏହାପରେ ଲାବନ କହିଲେ, ଏହା ଆଶ୍ଚର୍ୟ୍ଯ! ତୁମ୍ଭେ ମାେ ବଂଶଧର। ତେଣୁ ଯାକୁବ ଲାବନଙ୍କ ଘ ରେ ଏକ ମାସ ରହିଲେ।

15 ଦିନେ ଲାବନ ଯାକୁବକୁ କହିଲେ, ତୁମ୍ଭେ ମାରେ କୁଟୁମ୍ବ ବୋଲି କଣ ବିନା ବର୍ତ୍ତନ ରେ ମାରେ ଦାସକର୍ମ କରିବ? ଏଣୁ କି ବର୍ତ୍ତନ ନବୋ? ତାହା କୁହ।

16 ଲାବନର ଦୁଇଟି ଝିଅ ଥିଲେ। ବଡ଼ ଝିଅ ନାମ ଲୟୋ ଓ ସାନ ଝିଅର ନାମ ରାହେଲ।

17 ରାହେଲ ବହୁତ ସୁନ୍ଦରୀ, ରୂପବତି ଥିଲେ ଏବଂ ଲୟୋର କୋମଳ ଦୁର୍ବଳ ଥିଲା

18 ଯାକୁବ ରାହେଲକୁ ପ୍ ରମେ କଲେ। ଯାକୁବ ଲାବନକୁ କହିଲେ, ମୁଁ ତୁମ୍ଭ ପାଇଁ ସାତବର୍ଷ କାମ କରିବି ଯଦି ତୁମ୍ଭେ ମାେତେ ତୁମ୍ଭର ସାନ ଝିଅ ରାହେଲ ସହିତ ବିବାହ ଦିଅ।

19 ଲାବନ କହିଲା, ଅନ୍ୟକୁ ବିବାହ କରିବା ଅପେକ୍ଷା ସେ ତୁମ୍ଭକୁ ବିବାହ କଲେ ନିଶ୍ଚିତ ଭଲ ହବେ। ତେଣୁ ତୁମ୍ଭେ ମାେ ସହିତ ରୁହ।

20 ତେଣୁ ଯାକୁବ ତାଙ୍କ ସହ ସଠାେରେ ସାତବର୍ଷ ରହି କାମ କଲେ। କିନ୍ତୁ ଏହା ତାଙ୍କୁ ଖୁବ କମ ସମୟ ଜଣାଗଲା କାରଣ ସେ ରାହେଲକୁ ବହୁତ ଭଲ ପାଉଥିଲେ।

21 ସାତବର୍ଷ ପରେ ଯାକୁବ ଲାବନକୁ କହିଲେ, ମାେତେ ରାହେଲକୁ ଦିଅ ମୁଁ ତାଙ୍କୁ ବିବାହ କରିବି। ତୁମ୍ଭ ପାଇଁ ମାରେ କାମ କରିବା ସମୟ ସରିୟାଇଛି।

22 ତେଣୁ ଲାବନ ସଠାେକାର ସମସ୍ତ ଲୋକମାନଙ୍କୁ ଏକ ଭୋଜି ଦେଲେ।

23 ସହେିଦିନ ରାତି ରେ ଲାବନ ଯାକୁବଙ୍କ ପାଇଁ ତାଙ୍କର ଝିଅ ଲୟୋକୁ ଆଣିଲେ। ଯାକୁବ ଏବଂ ଲୟୋ ଉଭୟ ସହବାସ କଲେ।

24 ଆଉ ଲାବନ ଆପଣା କନ୍ଯା ଲୟୋର ଦାସୀ ହବୋ ନିମନ୍ତେ ସିଳ୍ପା ନାମ୍ନୀ ଆପଣା ଦାସୀକୁ ଦଲୋ।

25 ତା' ପରଦିନ ପ୍ରଭାତ ରେ ଯାକୁବ ଦେଖିଲା ସେ ଯାହା ସହିତ ରାତି ବିତାଇଛି ସେ ଲୟୋ ଥିଲା। ଯାକୁବ ଲାବନକୁ କହିଲା, ତୁମ୍ଭେ ମାେତେ ଠକିଛ। ମୁଁ ତୁମ୍ଭ ପାଇଁ କଠିନ ପରିଶ୍ରମ କଲି, ୟଦ୍ବାରା ମୁଁ ରାହେଲକୁ ବିବାହ କରି ପାରିବି। ତୁମ୍ଭେ କାହିଁକି ମାେତେ ଠକିଲ।

26 ଲାବନ କହିଲା, ଆମ୍ଭ ଦେଶ ରେ ଅଛି ଯେ ବଡ଼ ବିବାହ କରିବା ପୂର୍ବରୁ ସାନ ବିବାହ କରିପାରିବ ନାହିଁ।

27 କିନ୍ତୁ ତୁମ୍ଭେ ଏଠା ରେ ବିବାହ ଉତ୍ସବ ସାତଦିନ ଧରି ପାଳନ କର ତା'ପରେ ମୁଁ ତୁମ୍ଭକୁ ରାହେଲ ସହିତ ବିବାହ ଦବେି। କିନ୍ତୁ ତୁମ୍ଭକୁ ମାେ ପାଇଁ ଆଉ ସାତବର୍ଷ ପରିଶ୍ରମ କରିବାକୁ ପଡ଼ିବ।

28 ତେଣୁ ଯାକୁବ ଏହିପରି କଲେ, ଏବଂ ଏକ ସପ୍ତାହ ବିତାଇଲେ। ଏହାପରେ ଲାବନ ରାହେଲକୁ ତା'ର ସ୍ତ୍ରୀ ଭାବେ ତାଙ୍କୁ ଦେଲେ।

29 ଲାବନ ରାହେଲର ଦାସୀ ନିମନ୍ତେ ସେ ଆପଣାର ବିଲହା ନାମ୍ନୀ ଦାସୀକି ଦଲୋ।

30 ତେଣୁ ଯାକୁବ ରାହେଲ ସହିତ ସହବାସ କଲେ, ଏବଂ ଯାକୁବ ଲୟୋ ଅପେକ୍ଷା ରାହେଲକୁ ଅଧିକ ଭଲ ପାଇଲେ। ଯାକୁବ ଲାବନ ପାଇଁ ଆଉ ସାତ ବର୍ଷ କାମ କଲେ।

31 ସଦାପ୍ରଭୁ ଦେଖିଲେ ଲଯା ଘୃଣିତ ହେଉଛି, ସେଥିପାଇଁ ସଦାପ୍ରଭୁ ଲୟୋକୁ ଗର୍ଭବତୀ କରାଇଲେ। ରାହେଲର କୌଣସି ସନ୍ତାନ ଜନ୍ମ ହେଲା ନାହିଁ।

32 ଲୟୋ ଏକ ପୁତ୍ର ସନ୍ତାନ ଜନ୍ମ ଦେଲେ। ସେ ତାହାର ନାମ ରୁବନ୍େ ଦେଲେ। ଲୟୋ ତାଙ୍କର ଏପରି ନାମ ଦେଲେ କାରଣ ସେ କହିଲେ, ସଦାପ୍ରଭୁ ମାରେ ଦୁଃଖ ଦେଖି ଅଛନ୍ତି। ମାରେ ସ୍ବାମୀ ମାେତେ ଭଲ ପାଇବେ।

33 ଲୟୋ ପୁନ୍ନରାଯ ଗର୍ଭବତୀ ହାଇେ ଅନ୍ୟ ଏକ ପୁତ୍ର ସନ୍ତାନ ଜନ୍ମ ଦଲୋ। ସେ ତାଙ୍କର ନାମ ଦଲୋଶିମିଯୋନ, ସେ ଶୁଣି ପାରିଲା। ଲୟୋ କହିଲା, ସଦାପ୍ରଭୁ ଶୁଣିଲେ ଯେ ମାେ ସ୍ବାମୀ ମାେତେ ଘୃଣା କରନ୍ତି। ତେଣୁ ସେ ମାେ କୋଳ ରେ ଏହି ସନ୍ତାନ ଦଇେଛନ୍ତି।

34 ଲୟୋ ପୁଣି ଗର୍ଭବତୀ ହେଲା, ଏବଂ ଅନ୍ୟ ଏକ ପୁତ୍ର ସନ୍ତାନକୁ ଜନ୍ମ ଦଲୋ। ସେ ସହେି ପିଲାର ନାମ ଦେଲେ ଲବେୀ। ଲୟୋ କହିଲା, ଏବେ ମାେ ସ୍ବାମୀ ମାେତେ ମାଠାେ ରେ ଆସକ୍ତ ହବେେ। ଯେ ହତେୁ ମୁଁ ତାଙ୍କୁ ତିନୋଟି ପୁତ୍ର ଦଇେଅଛି।

35 ଏହାପରେ ଲୟୋ ଅନ୍ୟ ଏକ ସନ୍ତାନ ଜନ୍ମ ଦେଲେ। ସେ ତାହାର ନାମ ଦଲୋ ଯିହୁଦା, ସେ କହିଲେ, ବର୍ତ୍ତମାନ ମୁଁ ସଦାପ୍ରଭୁଙ୍କର ପ୍ରଶଂସା କରିବି। ଏହାପରେ ଲୟୋ ପିଲା ଜନ୍ମ କରିବା ବନ୍ଦ କରି ଦେଲେ।

Ler em outra tradução

Comparar lado a lado

Estude este capítulo no WhatsApp

Peça à IA da Bíblia Fala para explicar Gênesis 29, comparar traduções ou montar um estudo — tudo direto pelo WhatsApp.