Deuteronômio 5

Oriya Bible (GL_ORIYA)

1 ମାଶାେ ସମସ୍ତ ଇଶ୍ରାୟେଲ ଲୋକମାନଙ୍କୁ ଡାକି ଏକତ୍ରିତ କଲେ ଏବଂ ସମାନଙ୍କେୁ କହିଲେ, ହେ ଇଶ୍ରାୟେଲୀୟ ଲୋକମାନେ ଶକ୍ସ୍ଟଣ ମୁ ତୁମ୍ଭକୁ ସଦାପ୍ରଭୁଙ୍କର ବ୍ଯବସ୍ଥା ଓ ବିଧି ସବୁ କହକ୍ସ୍ଟଅଛି। ଏହି ବିଧିସବୁ ଗ୍ରହଣ କର ଓ ପାଳନ କର।

2 ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ବର ହାରେବେ ରେ ଆମ୍ଭମାନଙ୍କ ସହିତ ଗୋଟିଏ ନିଯମ କଲେ।

3 ସଦାପ୍ରଭୁ ଆମ୍ଭମାନଙ୍କ ପୂର୍ବପୁରୁଷମାନଙ୍କ ସହିତ ସହେି ନିଯମ କଲେ ନାହିଁ, କକ୍ସ୍ଟନ୍ତକ୍ସ୍ଟ ସେ ଆମ୍ଭ ସମସ୍ତଙ୍କ ସହିତ ତାହା କଲେ, ଯେଉଁମାନେ ଏଠା ରେ ଆଜି ବାସ କରୁଛନ୍ତି।

4 ସଦାପ୍ରଭୁ ପର୍ବତ ରେ ଅଗ୍ନିମଧ୍ଯରକ୍ସ୍ଟ ତୁମ୍ଭମାନଙ୍କ ସହିତ ମକ୍ସ୍ଟହାଁ ମକ୍ସ୍ଟହିଁ କଥା କହିଲେ।

5 ସହେି ସମୟରେ, ମୁ ତୁମ୍ଭମାନଙ୍କୁ ସଦାପ୍ରଭୁଙ୍କ ବାକ୍ଯ କହିବା ନିମନ୍ତେ ସହେି ସ୍ଥାନ ରେ ସଦାପ୍ରଭୁଙ୍କର ଓ ତୁମ୍ଭମାନଙ୍କ ମଧିଅରେ ଛିଡା ହଲିେ କାରଣ ତୁମ୍ଭମାନେେ ଅଗ୍ନିକକ୍ସ୍ଟ ଭୟ କଲ, ଏବଂ ସେଥିପାଇଁ ତୁମ୍ଭମାନେେ ପର୍ବତ ଉପରକକ୍ସ୍ଟ ଗଲ ନାହିଁ। ତାଙ୍କର ବାକ୍ଯ ଏହିସବୁ,

6 ଯେ ଦାସ୍ଯଗୃହ ସ୍ବରୂପ ମିଶର ଦେଶରକ୍ସ୍ଟ ତୁମ୍ଭକୁ ଦାସରକ୍ସ୍ଟ ମକ୍ସ୍ଟକ୍ତ କଲେ। ଆମ୍ଭେ ସହେି ସଦାପ୍ରଭୁ ତୁମ୍ଭର ପରମେଶ୍ବର ଅଟକ୍ସ୍ଟ।

7 ଆମ୍ଭ ଛଡା ତକ୍ସ୍ଟମ୍ଭମାନେ ଅନ୍ୟ କୌଣସି ଦବେତା ପୂଜା କର ନାହିଁ।

8 ତୁମ୍ଭମାନେେ ନିଶ୍ଚିତ ନିଜ ପାଇଁ କୌଣସି ପ୍ରତିମୂର୍ତ୍ତି ତିଆରି କରିବ ନାହିଁ, ଯାହା ତୁମ୍ଭମାନେେ ସ୍ବର୍ଗ ରେ, ମର୍ତ୍ତ ରେ ଓ ପାଣି ଭିତ ରେ ଦେଖକ୍ସ୍ଟଛ। ତୁମ୍ଭମାନେେ ସଗେକ୍ସ୍ଟଡିକର କୌଣସି ପ୍ରତିମୂର୍ତ୍ତି ତିଆରି କର ନାହିଁ।

9 ତକ୍ସ୍ଟମ୍ଭମାନେ ସମାନଙ୍କେର ପୂଜା କରିବ ନାହିଁ, କି ସମାନଙ୍କେର ସବୋ କରିବ ନାହିଁ। ଯେ ହତେକ୍ସ୍ଟ ଆମ୍ଭେ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ସ୍ବ ଗୌରବ ରକ୍ଷଣ ରେ ଉଦ୍ୟୋଗୀ ପରମେଶ୍ବର ଅଟକ୍ସ୍ଟ। ଯେଉଁମାନେ ଆମ୍ଭକକ୍ସ୍ଟ ଘୃଣା କରନ୍ତି, ଆମ୍ଭେ ସମାନଙ୍କେର ତୃତୀୟ ଓ ଚତକ୍ସ୍ଟର୍ଥ ପୁରୁଷ ପର୍ୟ୍ଯନ୍ତ ସନ୍ତାନମାନଙ୍କ ଉପରେ ପୈତୃକ ଅପରାଧର ପ୍ରତିଫଳ ଦାତା।

10 କିନ୍ତୁ ଯେଉଁମାନେ ଆମ୍ଭକକ୍ସ୍ଟ ପ୍ ରମେ କରନ୍ତି, ଆମ୍ଭର ଆଜ୍ଞା ପାଳନ କରନ୍ତି, ଆମ୍ଭେ ସମାନଙ୍କେର ସହସ୍ର ପୁରୁଷ ପର୍ୟ୍ଯନ୍ତ ଦୟା କରିବା।

11 ତୁମ୍ଭେ ମୂଲ୍ଯହୀନ ଉଦ୍ଦେଶ୍ଯ ରେ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବରଙ୍କ ନାମ ନବେ ନାହିଁ। ଯଦି କୌଣସି ଲୋକ ମୂଲ୍ଯହୀନ ଉଦ୍ଦେଶ୍ଯ ରେ ତାଙ୍କର ନାମନିଏ, ସଦାପ୍ରଭୁ ତାଙ୍କୁ ନିରପରାଧି ବୋଲି ବିବଚେନା କରନ୍ତି ନାହିଁ।

12 ବିଶ୍ରାମ ଦିନକକ୍ସ୍ଟ ସଦାପ୍ରଭୁଙ୍କର ଉର୍ଦ୍ଧିଷ୍ଟ ଦିନରୂପେ ପାଲନ କରିବ, ଯେପରି ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ତୁମ୍ଭମାନଙ୍କୁ ଆଦେଶ ଦଇେଛନ୍ତି।

13 ସଲ୍ଗାହର ଛଦିନ ସମସ୍ତ କର୍ମ କର।

14 କିନ୍ତୁ ସଲ୍ଗମ ଦିନଟି ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବରଙ୍କର ବିଶ୍ରାମ ଦିନ ଅଟେ, ତହିଁରେ ତୁମ୍ଭେ କି ତୁମ୍ଭର ପକ୍ସ୍ଟତ୍ର କି ତୁମ୍ଭର କନ୍ଯା କି ତୁମ୍ଭର ଦାସ, କି ତୁମ୍ଭର ଦାସୀ, କି ତୁମ୍ଭର ଗୋରୁ, କି ତୁମ୍ଭର ଗଧ କି ତୁମ୍ଭର କୌଣସି ପଶକ୍ସ୍ଟ, କି ତୁମ୍ଭର ନଗର ଦ୍ବାରାବର୍ତ୍ତୀ ବିଦେଶୀ, କହେି କୌଣସି କାର୍ୟ୍ଯ କରିବେ ନାହିଁ। ତହିଁରେ ତୁମ୍ଭର ଦାସ ଓ ଦାସୀ ତକ୍ସ୍ଟମ୍ଭପରି ବିଶ୍ରାମ କରିବେ।

15 ଏକଥା ତୁମ୍ଭେ ଭକ୍ସ୍ଟଲିବ ନାହିଁ ଯେ ତୁମ୍ଭମାନେେ ମିଶର ରେ, ଏକଦା ଦାସ ଥିଲ। ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ପରାକ୍ରାନ୍ତ ହସ୍ତଦ୍ବାରା ତୁମ୍ଭମାନଙ୍କୁ ମିଶରରକ୍ସ୍ଟ ବାହାର କରି ଆଣିଲେ। ସେ ତୁମ୍ଭମାନଙ୍କୁ ମକ୍ସ୍ଟକ୍ତକଲେ। ଏହି ହତେକ୍ସ୍ଟ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ବିଶ୍ରାମଦିନ ପାଳନାର୍ଥେ ତୁମ୍ଭମାନଙ୍କୁ ଆଜ୍ଞା ଦଇେଛନ୍ତି।

16 ତୁମ୍ଭମାନଙ୍କର ପିତାମାତାଙ୍କୁ ସମ୍ମାନ କର। ଏପରି କରିବାକୁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ତୁମ୍ଭମାନଙ୍କୁ ନିର୍ଦ୍ଦେଶ ଦଇେଛନ୍ତି। ଯଦି ତୁମ୍ଭମାନେେ ଏହି ଆଦେଶ ପାଳନ କର, ତବେେ ତୁମ୍ଭମାନଙ୍କର ପରମାଯକ୍ସ୍ଟ ଦୀର୍ଘ୍ଯାଯକ୍ସ୍ଟ ହବେ ଓ ସହେି ଦେଶ ରେ ତୁମ୍ଭମାନଙ୍କର ମଙ୍ଗଳ ହବେ, ଯାହା ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ତୁମ୍ଭମାନଙ୍କୁ ଦେଉଛନ୍ତି।

17 ତୁମ୍ଭେ ନରହତ୍ଯା କରିବ ନାହିଁ।

18 ତୁମ୍ଭମାନେେ ବ୍ଯଭିଚାର କରିବ ନାହିଁ।

19 ତୁମ୍ଭମାନେେ ଚୋରି କରିବ ନାହିଁ।

20 ତୁମ୍ଭମାନେେ ଆପଣା ପ୍ରତିବେଶୀ ବିରକ୍ସ୍ଟଦ୍ଧ ରେ ମିଥ୍ଯା ସାକ୍ଷୀ ଦବନୋହିଁ।

21 ତୁମ୍ଭେ ଆପଣା ପ୍ରତିବେଶୀର ଭାର୍ୟ୍ଯାକକ୍ସ୍ଟ ଲୋଭ କରିବ ନାହିଁ। ତୁମ୍ଭେ ଆପଣା ପ୍ରତିବେଶୀର ଗୃହ, କ୍ଷେତ୍ର, ଦାସ, ଦାସୀ, ଗୋରୁ, ଗଧ, କି ସମାନଙ୍କେର କୌଣସି ବସ୍ତକ୍ସ୍ଟ ଲୋଭ କରିବ ନାହିଁ।

22 ମାଶାେ କହିଲେ, ସଦାପ୍ରଭୁ ପର୍ବତ ରେ ଅଗ୍ନି ଓ ମେଘ ଓ ଘାରେ ଅନ୍ଧାର ମଧ୍ଯରକ୍ସ୍ଟ ତୁମ୍ଭମାନଙ୍କର ସମସ୍ତ ସମାଜପ୍ରତି ଏହି ସମସ୍ତ ବାକ୍ଯ ଉଚ୍ଚସ୍ବର ରେ କହିଲେ। ଆଉ କିଛି କହିଲେ ନାହିଁ। ତେଣୁ ସେ ଏହି ସମସ୍ତ କଥା ଦକ୍ସ୍ଟଇଖଣ୍ତ ପ୍ରସ୍ତର ପଟା ରେ ଲେଖି ମାେତେ ଦେଲେ।

23 ମାତ୍ର ପ୍ରର୍ବତ ଅଗ୍ନି ରେ ଜଳିବା ସମୟରେ ତୁମ୍ଭମାନେେ ଅନ୍ଧକାର ମଧ୍ଯରକ୍ସ୍ଟ ଶଦ୍ଦ ଶୁଣିଲେ। ଏହାପରେ ତୁମ୍ଭମାନଙ୍କର ଗୋଷ୍ଠୀର ମକ୍ସ୍ଟଖ୍ଯ ଓ ପ୍ରଚୀନ ମାେ ନିକଟକକ୍ସ୍ଟ ଆସିଲେ।

24 ସମାନେେ କହିଲେ, ଦେଖ, 'ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ବର ଆମ୍ଭମାନଙ୍କ ନିକଟରେ ଆପଣା ପ୍ରତାପ ଓ ମହିମା ପ୍ରକାଶ କରିଅଛନ୍ତି। ଆଉ ଆମ୍ଭମାନେେ ଅଗ୍ନି ମଧ୍ଯରକ୍ସ୍ଟ ତାହାଙ୍କ ବାକ୍ଯ ଶକ୍ସ୍ଟଣିଅଛକ୍ସ୍ଟ। ଆମ୍ଭମାନେେ ଆଜି ଦେଖିଲକ୍ସ୍ଟ ପରମେଶ୍ବର ମନକ୍ସ୍ଟଷ୍ଯ ସହିତ କଥା କହିଲେ ହେଁ ସେ ବଞ୍ଚିପା ରେ।

25 କିନ୍ତୁ ଯଦି ଆମ୍ଭମାନେେ ଆମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ବରଙ୍କର ବାକ୍ଯ ଅଧିକ ଶକ୍ସ୍ଟଣକ୍ସ୍ଟ, ତା ନ ହେଲେ ଆମ୍ଭମାନେେ ମୃତକ୍ସ୍ଟ୍ଯବରଣ କରିବକ୍ସ୍ଟ। ସହେି ଭୟଙ୍କର ଅଗ୍ନି ଆମ୍ଭମାନଙ୍କୁ ଧ୍ବଂସ କରିବ। ଆମ୍ଭମାନେେ ମରିବାକକ୍ସ୍ଟ ଚାହକ୍ସ୍ଟଁ ନାହକ୍ସ୍ଟଁ।

26 ଅଗ୍ନି ମଧ୍ଯରକ୍ସ୍ଟ ଜୀବନ୍ତ ପରମେଶ୍ବର କାହିବାର କହେି ଶକ୍ସ୍ଟଣି ନାହାନ୍ତି। ଯେପରି ଆମ୍ଭମାନେେ ଶକ୍ସ୍ଟଣିଛକ୍ସ୍ଟ ଓ ବଞ୍ଚିଛକ୍ସ୍ଟ।

27 ହେ ମାଶାେ ୟାଅ ଓ ଶକ୍ସ୍ଟଣ, ଯାହାସବୁ ସଦାପ୍ରଭୁ ଆମ୍ଭର ପରମେଶ୍ବର କହନ୍ତି ଏବଂ ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ବରଙ୍କଠାରକ୍ସ୍ଟ ଯାହା ଶକ୍ସ୍ଟଣିଛକ୍ସ୍ଟ, ତାହା ଆମ୍ଭମାନଙ୍କୁ କକ୍ସ୍ଟହ ଏବଂ ଆମ୍ଭମାନେେ ତାହା ପାଳନ କରିବକ୍ସ୍ଟ।'

28 ତୁମ୍ଭମାନେେ ମାେତେ ଯେତବେେଳେ ଏପରି କହିଲ, ସେତବେେଳେ ସଦାପ୍ରଭୁ ତୁମ୍ଭମାନଙ୍କର ସହେି ବାକ୍ଯର କଥା ଶକ୍ସ୍ଟଣି ମାେତେ କହିଲେ, ଏହି ଲୋକମାନେ ତୁମ୍ଭକୁ ଯାହା କହିଛନ୍ତି ଆମ୍ଭେ ସହେି କଥା ଶକ୍ସ୍ଟଣିଅଛକ୍ସ୍ଟ। ସମାନେେ ଯାହା କହିଛନ୍ତି ଭଲ କହିଛନ୍ତି।

29 ଆମ୍ଭେ ଚାହକ୍ସ୍ଟଁ ତାଙ୍କର ଭାବନାର ପରିବର୍ତ୍ତନ ଘଟକ୍ସ୍ଟ। ଆମ୍ଭେ ଚାହକ୍ସ୍ଟଁ ସମାନେେ ହୃଦଯତାର ସହକା ରେ ଆମ୍ଭକକ୍ସ୍ଟ ସମ୍ମାନ କରି ଆମ୍ଭର ବାକ୍ଯ ପାଳନ କରନ୍ତକ୍ସ୍ଟ। ଏହାପରେ ସମାନଙ୍କେର ଓ ତାଙ୍କ ସନ୍ତାନମାନଙ୍କର ଅନନ୍ତକାଳିନ ମଙ୍ଗଳ ହବେ।

30 'ତୁମ୍ଭେ ୟାଇ ସମାନଙ୍କେୁ କକ୍ସ୍ଟହ ଯେ ତୁମ୍ଭମାନେେ ନିଜ ନିଜ ତମ୍ବୁକକ୍ସ୍ଟ ଫରେିୟାଅ।

31 ମାତ୍ର ତୁମ୍ଭେ ଏହି ସ୍ଥାନ ରେ ମାେ ନିକଟରେ ଠିଆ ହକ୍ସ୍ଟଅ। ମୁ ତୁମ୍ଭକୁ ଆଜ୍ଞା, ନିଯମ ଏବଂ ଶାସନସବୁ କହିବି, ମୁ ସମାନଙ୍କେୁ ସମାନଙ୍କେର ଅଧିକାର ଦବେି। ଯାହାକି ତୁମ୍ଭେ ସମାନଙ୍କେୁ ଶିକ୍ଷା ଦବୋ ଉଚିତ୍ ଏବଂ ସମାନେେ ସହେି ଦେଶ ରେ ତାହା ମାନିବା ଉଚିତ୍।'

32 ଏଥିପାଇଁ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ବର ଯେପରି ଆଜ୍ଞା ଦଇେଛନ୍ତି, ସହେିପରି ଭାବରେ ପାଳନ କରିବାପାଇଁ ମନୋୟୋଗ କରିବେ। ତୁମ୍ଭମାନେେ ତହିଁର ଦକ୍ଷିଣା ରେ କି ବାମ ରେ ଫରେିବ ନାହିଁ।

33 ଦେଖ, ଯେପରି ତୁମ୍ଭେ ସହେି ରାସ୍ତା ରେ ଚାଲି ଯେଉଁ ରାସ୍ତା ରେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ତୁମ୍ଭମାନଙ୍କୁ ଚାଲିବା ପାଇଁ ଆଦେଶ ଦଇେଛନ୍ତି, ଯେଉଁଥିପାଇଁ ତୁମ୍ଭମାନେେ ସହେି ଦେଶ ରେ ଦୀର୍ଘଦିନ ବଞ୍ଚିବ ଓ ତୁମ୍ଭେ ଯେଉଁ ଦେଶ ଅଧିକାର କରିବ, ସଠାେରେ ତୁମ୍ଭର ସର୍ବମଗଂଳ ହବେ।

Ler em outra tradução

Comparar lado a lado

Estude este capítulo no WhatsApp

Peça à IA da Bíblia Fala para explicar Deuteronômio 5, comparar traduções ou montar um estudo — tudo direto pelo WhatsApp.