Daniel 10

Oriya Bible (GL_ORIYA)

1 ପାରସ୍ଯର ରାଜା କୋରସର ରାଜତ୍ବର ତୃତୀୟ ବର୍ଷ ରେ ବେଲ୍ଟଶତ୍ସର ନାମ ରେ ପରିଚିତ ଦାନିୟେଲଙ୍କ ପ୍ରତି ଏକ ବିଷଯ ପ୍ରକାଶିତ ହେଲା। ସେ ସବୁ ସତ୍ଯ ବୁଝିବାକୁ କଠି; ମାତ୍ର ଦାନିୟେଲ ତାହା ବୁଝିଲେ ଓ ଦର୍ଶନ ବିଷଯ ତାଙ୍କୁ ଗୋଚର ହେଲା।

2 ସହେି ସମୟରେ ମୁଁ, ଦାନିୟେଲ ତିନି ସପ୍ତାହ ପର୍ୟ୍ଯନ୍ତ ଶାେକ କରୁଥିଲି।

3 ଏହି ତିନି ସପ୍ତାହ ଧରି ମୁଁ କୌଣସି ସୁସ୍ବାଦୁ ଖାଦ୍ୟ ଭୋଜନ କଲି ନାହିଁ କି କୌଣସି ମାଂସ ଭକ୍ଷଣ କଲି ନାହିଁ କି ଦ୍ରାକ୍ଷାରସ ପାନ କଲି ନାହିଁ। ଆଉ ମୁଁ ମାେ ମୁଣ୍ତ ରେ ତୈଳ ଲଗାଇଲି ନାହିଁ।

4 ବର୍ଷର ପ୍ରଥମ ମାସର ଚତୁର୍ବିଂଶ ଦିବସ ରେ ମୁଁ ଟାଇଗ୍ରୀସ ନାମକ ମହାନଦୀ ତୀର ରେ ଠିଆ ହାଇେଥିଲି।

5 ସଠାେ ରେ ଛିଡା ହାଇେଥିଲା ବେଳେ ମୁଁ, ଶୁକ୍ଲ ବସ୍ତ୍ର ପରିହିତ ଓ ସୁବର୍ଣ୍ଣର ଏକ ବନ୍ଧନୀ କଟୀ ଦେଶ ରେ ଥିବା ଏକ ମନୁଷ୍ଯକୁ ଦେଖିଲି।

6 ତାହାଙ୍କ ଶରୀର ମଣି ତୁଲ୍ଯ ଚକମକ କରୁଥିଲା, ତାଙ୍କର ମୁଖ ଉଜ୍ଜ୍ବଳ ବୁଦ୍ଯୁତ୍ର ଆଲୋକ ତୁଲ୍ଯ, ଚକ୍ଷୁ ଜ୍ବଳନ୍ତ ମଶାଲ ତୁଲ୍ଯ ଓ ତାହାଙ୍କ ହସ୍ତ ଓ ପାଦ ପରିସ୍କୃତ ପିତ୍ତଳର ଆଭା ତୁଲ୍ଯ ଥିଲା। ଆଉ ତାଙ୍କର ସ୍ବର ଜନଗହଳିର ରବତୁଲ୍ଯ ଉଚ୍ଚ ଥିଲା।

7 ପୁଣି ମୁଁ ଦାନିୟେଲ, ଏକାକୀ ସହେି ଦର୍ଶନ ଦେଖିଲି। କାରଣ ମାରେ ସାଥୀମାନେ ସହେି ଦର୍ଶନ ଦେଖିଲେ ନାହିଁ, ସମାନେେ ଅତ୍ଯନ୍ତ ଭୟଭୀତ ହାଇେ ଲୁଚି ପଳାଯନ କଲେ।

8 ତହିଁରେ ମୁଁ ଏକାକୀ ରହି ସହେି ମହା ଦର୍ଶନ ଦେଖିଲି। ମୁଁ ଅତ୍ଯନ୍ତ ଭୟଭୀତ ହାଇେ ମାରେ ସମସ୍ତ ଶକ୍ତି ହରାଇଲି। ମାରେ ମୁଖ ମୃତ ବ୍ଯକ୍ତିର ମୁଖପରି ରକ୍ତହୀନ ହାଇଗେଲା ଓ ମୁଁ ଅସହାୟ ବୋଧ କଲି।

9 ସେତବେେଳେ ମୁଁ ତାଙ୍କର ବାକ୍ଯର ସ୍ବର ଶୁଣିଲି, ଆଉ ଯେତବେେଳେ ସହେି ବାକ୍ଯର ରବ ଶୁଣିଲି, ମୁଁ ମୁହଁ ମାଡି ଗଭୀର ନିଦ୍ରା ରେ ଶାଇଗେଲି।

10 ତା'ପ ରେ ଏକ ହସ୍ତର ସ୍ପର୍ଶ ମୁଁ ଅନୁଭବ କଲି ଓ ମୁଁ ହସ୍ତପାପୁଲି ଓ ଆଣ୍ଠୁ ରେ ନିର୍ଭର କଲି। ତଥାପି ମୁଁ ଭୟ ରେ ଥରୁଥିଲି।

11 ସେ ମାେତେ କହିଲେ, ' ହେ ଦାନିୟେଲ, ତୁମ୍ଭେ ପରମେଶ୍ବରଙ୍କର ଅତି ପ୍ରିଯପାତ୍ର। ମାେ କଥା ଶୁଣ ଓ ମାେତେ ବୁଝିବାକୁ ଚେଷ୍ଟାକର। ଛିଡା ହୁଅ। ମୁଁ ତୁମ୍ଭ ନିକଟକୁ ପ୍ ରରେିତ ହାଇେଅଛି।' ସେ ମାେତେ ଏହିକଥା କହିବାରୁ ମୁଁ କମ୍ପିତ ହାଇେ ଛିଡା ହଲିେ।

12 ତା'ପ ରେ ସେ ମାେତେ କହିଲେ, ' ହେ ଦାନିୟେଲ, ଭୟ କରନାହିଁ କାରଣ ତୁମ୍ଭେ ବୁଝିବା ପାଇଁ ଓ ତୁମ୍ଭ ପରମେଶ୍ବରଙ୍କର ସାକ୍ଷାତ ରେ ନିଜକୁ ନମ୍ର କଲ। ସହେି ଦିନଠାରୁ ତୁମ୍ଭର ବାକ୍ଯ ଶୁଣାୟାଇଛି। ମୁଁ ତୁମ୍ଭ ପାଖକୁ ଆସିଲି କାରଣ ତୁମ୍ଭେ ପ୍ରାର୍ଥନା କରି ଆସୁଅଛି।

13 ମାତ୍ର ପାରସ୍ଯ ରାଜ୍ଯର ରାଜକୁମାର ଏକୋଇଶ ଦିନ ପର୍ୟ୍ଯନ୍ତ ଆମ୍ଭକୁ ବାଧା ଦଲୋ, ଆଉ ଦୂତମାନଙ୍କ ମଧିଅରେ ପ୍ରଧାନ ମୀଖାଯଲେ ମାେତେ ସାହାୟ୍ଯ କରିବାକୁ ଆସିଲେ। କାରଣ ପାରସ୍ଯର ରାଜକୁମାର ମାେତେ ପଛରୁ ଟାଣି ଧରିଥିଲା।

14 ଏବେ ଭବିଷ୍ଯତ ରେ ତୁମ୍ଭ ଲୋକମାନଙ୍କ ପ୍ରତି ଯାହା ଘଟିବ, ତାହା ବୁଝାଇ ଦବୋପାଇଁ ମୁଁ ଆସିଅଛି। କାରଣ ଏହି ଦର୍ଶନ ଭବିଷ୍ଯତ ବିଷଯ ରେ ଅଟେ।'

15 ସେ ମାେତେ ଏହା କହିଲା ପ ରେ ମୁଁ ଭୂମିରେ ମୁହଁ ମାଡି ଅବାକ୍ ହାଇେ ରହିଲି।

16 ସେତବେେଳେ ମନୁଷ୍ଯାକୃତି ଜଣେ ବ୍ଯକ୍ତି ମାରେ ଓଷ୍ଠଧାର ସ୍ପର୍ଶ କଲେ। ମାେ ସମ୍ମୁଖ ରେ ଛିଡା ହାଇେଥିବା ଲୋକକୁ ମୁଁ କହିଲି, ' ହେ ପ୍ରଭୁ, ଏହି ଦର୍ଶନ ଯୋଗୁଁ ମାରେ ବଦନୋ ମାେତେ କଷ୍ଟ ହେଉଛି। ଆଉ ମୁଁ କିଛି ବଳ ରଖି ପାରୁନାହିଁ।

17 ମୁଁ ଦାନିୟେଲ, ପ୍ରଭୁଙ୍କର ଦାସ। କିପରି ମାରେପ୍ରଭୁଙ୍କ ସଙ୍ଗେ କଥାବାର୍ତ୍ତା କରିବି। ମାରେ ଶକ୍ତି ନାହିଁ, ଏପରିକି ମୁଁ ନିଶ୍ବାସ ନଇେ ପାରୁନାହିଁ।'

18 ସେତବେେଳେ ମନୁଷ୍ଯାକୃତି ଜଣେ ବ୍ଯକ୍ତି ପୁନର୍ବାର ମାେତେ ସ୍ପର୍ଶ କଲେ ଓ ମୁଁ ପୁଣି ସବଳ ହଲିେ।

19 ପୁଣି ସେ କହିଲେ, ' ହେ ଦାନିୟେଲ, ପରମେଶ୍ବର ତୁମ୍ଭକୁ ଅତ୍ଯଧିକ ପ୍ ରମେ କରନ୍ତି, ତୁମ୍ଭେ ଭୟ କରନାହିଁ। ତୁମ୍ଭର ଶାନ୍ତି ହେଉ ଓ ତୁମ୍ଭେ ସବଳ ହୁଅ।'

20 ତେଣୁ ସେ କହିଲେ, ' ହେ ଦାନିୟେଲ, ଆମ୍ଭେ ତୁମ୍ଭ ନିକଟକୁ କାହିଁକି ଆସିଅଛୁ ତୁମ୍ଭେ ଜାଣକି? ଏବେ ଆମ୍ଭେ ପାରସ୍ଯର ଅଧିପତି ସଙ୍ଗେ ୟୁଦ୍ଧ କରିବାକୁ ଫରେିୟିବା। ଆଉ ଆମ୍ଭେ ଗଲାପ ରେ ଗ୍ରୀସର ଅଧିପତି ଆସିବ।

21 ମାତ୍ର ପବିତ୍ର ପୁସ୍ତକରେ ଯାହା ଲିଖିତ ଅଛି ଆମ୍ଭେ ତୁମ୍ଭକୁ ଜଣାଇବୁ। କବଳେ ମୀଖାଯଲେ ମାେତେ ସହେି ଦୁଷ୍ଟ ସ୍ବର୍ଗଦୂତମାନଙ୍କ ବିରୁଦ୍ଧ ରେ ସାହାୟ୍ଯ କରିବା ପାଇଁ ସଠାେ ରେ ଅଛନ୍ତି। ମୀଖାଯଲେ ହେଉଛନ୍ତି ତୁମ୍ଭର ଲୋକମାନଙ୍କର ରାଜକୁମାର।

Ler em outra tradução

Comparar lado a lado

Estude este capítulo no WhatsApp

Peça à IA da Bíblia Fala para explicar Daniel 10, comparar traduções ou montar um estudo — tudo direto pelo WhatsApp.