Atos 25

Oriya Bible (GL_ORIYA)

1 ତା'ପରେ ଫେଷ୍ଟ ରାଜ୍ଯପାଳ ହେଲେ। ସେ ସହେି ପ୍ରଦେଶ ରେ ତିନି ଦିନ ରହିଲେ ଓ ତା'ପରେ କାଇସରୀଆରୁ ୟିରୂଶାଲମ ଚ଼ାଲିଗଲେ।

2 ସଠାେରେ ମୁଖ୍ଯ ଯାଜକମାନେ ଓ ଅନ୍ୟ ଯିହୂଦୀ ନେତାମାନେ ତାହାଙ୍କୁ ସାକ୍ଷାତ କରି ପାଉଲଙ୍କ ବିରୁଦ୍ଧ ରେ ସମାନଙ୍କେର ଅଭିଯୋଗ ଆଗତ କଲେ।

3 ସମାନେେ ପାଉଲଙ୍କୁ ୟିରୁଶାଲମକୁ ପଠାଇଦବୋ ପାଇଁ ତାହାଙ୍କୁ ଅନୁ ରୋଧ କଲେ। କାରଣ ସମାନେେ ତାହାଙ୍କୁ ରାସ୍ତା ରେ ହତ୍ଯା କରିବାର ଷଡ଼ୟନ୍ତ୍ର କରିଥିଲେ।

4 କିନ୍ତୁ ଫେଷ୍ଟ କହିଲେ, ପାଉଲ କାଇସରୀଆ ରେ ରହିବେ ଓ ମୁଁ ଶୀଘ୍ର ଯାଇ ପହଞ୍ଚିବି।

5 ତୁମ୍ଭମାନଙ୍କ ମଧ୍ଯରୁ କେତକେ ନେତା ମଧ୍ଯ ମାେ ସହିତ ଚ଼ାଲନ୍ତୁ। ଯଦି ପାଉଲ କିଛି ଭୁଲ୍ କରିଛନ୍ତି, ତବେେ ସମାନେେ ତାହାଙ୍କ ବିରୁଦ୍ଧ ରେ ଅଭିଯୋଗ ଆଣନ୍ତୁ।

6 ତା'ପରେ ଫେଷ୍ଟ ସମାନଙ୍କେ ସହିତ ଆଠ ଦଶଦିନ ରହି କାଇସରୀଆକୁ ଚ଼ାଲିଗଲେ। ତହିଁ ଆରଦିନ ସେ ବିଚ଼ାର ଆସନ ରେ ବସିଲେ, ଓ ପାଉଲଙ୍କୁ ଡ଼କାଇ ପଠାଇଲେ।

7 ପାଉଲ କୋଠରୀକୁ ଆସିବା ପରେ ୟିରୂଶାଲମରୁ ଯେଉଁ ଯିହୂଦୀମାନେ ଆସିଥିଲେ, ସମାନେେ ତାହାଙ୍କ ଚ଼ାରିପାଖେ ଠିଆ ହାଇଗେଲେ। ସମାନେେ ତାହାଙ୍କ ବିରୁଦ୍ଧ ରେ ବହୁଗୁରୁତର ଅଭିଯୋଗମାନ କଲେ, କିନ୍ତୁ କିଛି ପ୍ରମାଣ କରିପାରିଲେ ନାହିଁ।

8 ପାଉଲ ଆତ୍ମରକ୍ଷାର ସୁଯୋଗ ପାଇ ଉତ୍ତର ଦେଲେ, ମୁଁ ଯିହୂଦୀୟ ବ୍ଯବସ୍ଥା କି ମନ୍ଦିର କି କାଇସରଙ୍କ ବିରୁଦ୍ଧ ରେ କୌଣସି ଦୋଷ କରି ନାହିଁ।

9 କିନ୍ତୁ ଫେଷ୍ଟ ଯିହୂଦୀମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ପଚ଼ାରିଲେ, ତୁମ୍ଭେ ମାେ ଦ୍ବାରା ଏହି ଅଭିଯୋଗ ସମ୍ବନ୍ଧ ରେ ବିଚ଼ାର କରାୟିବା ପାଇଁ ୟିରୂଶାଲମ ୟିବା ପାଇଁ ଚ଼ାହୁଁଛ କି?

10 ପାଉଲ କହିଲେ, ମୁଁ ବର୍ତ୍ତମାନ କାଇସରଙ୍କ ବିଚ଼ାର ଆସନ ସମ୍ମୁଖ ରେ ଠିଆ ହାଇେଛି। ଏଠା ରେ ହିଁ ମାରେ ବିଚ଼ାର ହବେ। ମୁଁ ଯିହୂଦୀୟମାନଙ୍କ ପ୍ରତି ଯେ କୌଣସି ଭୁଲ କରି ନାହିଁ, ଏହା ଆପଣ ଜାଣନ୍ତି।

11 ମୁଁ ଯଦି କୌଣସି ଦୋଷ କରିଥାଏ, ଓ ମୃତ୍ଯୁ ଯୋଗ୍ଯ କୌଣସି କାର୍ୟ୍ଯ କରିଥାଏ। ତବେେ ମୁଁ ମୃତ୍ଯୁ ବରଣ କରିବା ପାଇଁ ପ୍ରସ୍ତୁତ ଅଛି। କିନ୍ତୁ ଯଦି ଏ ଅଭିଯୋଗକାରୀ ମାନଙ୍କର କଥା ରେ ସତ୍ଯତା ନାହିଁ ତବେେ ମାେତେ କହେି ସମାନଙ୍କେ ହାତ ରେ ସମର୍ପଣ କରି ପାରିବେ ନାହିଁ। ତେଣୁ ମୁଁ କାଇସରଙ୍କ ନିକଟରେ ବିଚ଼ାର ପାଇଁ ଆବଦନେ କରୁଛି।

12 ଫେଷ୍ଟ ତାହାଙ୍କ ପରାମର୍ଶ ଦାତାମାନଙ୍କ ସହିତ ଏ ବିଷୟ ରେ କଥା ହେଲେ। ସେ କହିଲେ, ତୁମ୍ଭେ କାଇସରଙ୍କ ନିକଟରେ ଆବଦନେ କରିଛ। ତେଣୁ ତୁମ୍ଭେ ତାହାଙ୍କ ନିକଟକୁ ୟିବ।

13 କିଛି ଦିନ ପରେ ଆଗ୍ରିପ୍ପା ରାଜା ଓ ରାଣୀ ବର୍ଣ୍ଣୀକୀ ଫେଷ୍ଟଙ୍କ ସାଙ୍ଗ ରେ ଦଖାେ କରିବାକୁ କାଇସରୀଆ ନଗରକୁ ଗଲେ।

14 ସମାନେେ ସହେି ସ୍ଥାନ ରେ ବହୁତ ଦିନ ରହିଲେ। ଫେଷ୍ଟ ରାଜାଙ୍କ ଆଗ ରେ ପାଉଲଙ୍କ ଅଭିଯୋଗ ବିଷୟ ରେ କହିଲେ। ସେ ତାହାଙ୍କୁ କହିଲେ, ଏଠା ରେ ଜଣେ ଲୋକ ଅଛି। ଫଲେୀକ୍ସ୍ ତାକୁ ବନ୍ଦୀ ରୂପେ ରଖି ଯାଇଛନ୍ତି।

15 ମୁଁ ୟିରୂଶାଲମ ରେ ରହିବା ସମୟରେ ମୁଖ୍ଯ ଯାଜକମାନେ ଓ ଯିହୂଦୀମାନଙ୍କ ପ୍ରାଚୀନମାନେ ମାେ ନିକଟରେ ତା ବିରୁଦ୍ଧ ରେ ଅଭିଯୋଗ କରିଥିଲେ। ସମାନେେ ତାର ମୃତ୍ଯୁ ଦଣ୍ଡ ଚ଼ାହୁଁଥିଲେ।

16 ମୁଁ ସମାନଙ୍କେୁ ଉତ୍ତର ଦଲେି, 'ଯେତବେେଳେ କୌଣସି ବ୍ଯକ୍ତି କୌଣସି ଦୋଷ ପାଇଁ ଅଭିୟୁକ୍ତ ହୁଏ, ସେ ନିଜ ଅଭିଯୋଗକାରୀମାନଙ୍କର ମୁଖାମୁଖି ନ ହବୋ ପର୍ୟ୍ଯନ୍ତ ଓ ନିଜ ବିରୁଦ୍ଧ ରେ ଆଗତ ଅଭିଯୋଗର ଉତ୍ତର ନଦବୋ ପର୍ୟ୍ଯନ୍ତ ରୋମୀୟମାନେ ସହେି ଲୋକକୁ ଅନ୍ୟ କାହାକୁ ବିଚ଼ାର ପାଇଁ ଦିଅନ୍ତି ନାହିଁ।'

17 ତେଣୁ ଏହି ଯିହୂଦୀୟମାନେ ବିଚ଼ାର ପାଇଁ କାଇସରୀଆକୁ ଆଣିବାର ମୁଁ ସମୟ ନଷ୍ଟ ନକରି ତହିଁ ଆରଦିନ ବିଚ଼ାର ସ୍ଥାନ ରେ ବସିଲି ଓ ସହେି ଲୋକକୁ ବିଚ଼ାରାଳୟକୁ ଆଣିବା ପାଇଁ ଆଦେଶ ଦଲେି।

18 ଯିହୂଦୀମାନେ ଠିଆ ହାଇେ ତାହାଙ୍କୁ ଦୋଷୀ କଲେ। କିନ୍ତୁ କୌଣସି ଖରାପ ଅପରାଧ ପାଇଁ ସମାନେେ ତାକୁ ଅଭିୟୁକ୍ତ କରି ପାରିଲେ ନାହିଁ।

19 ତା' ପରିବର୍ତେ ସମାନେେ କବଳେ ନିଜ ଧର୍ମ ଓ ଯୀଶୁ ନାମକ ଜଣେ ମୃତ ବ୍ଯକ୍ତି ବିଷୟ ରେ ୟୁକ୍ତି ତର୍କ କଲେ। କିନ୍ତୁ ପାଉଲ ଯୀଶୁଙ୍କୁ ଜୀବିତ ବୋଲି ଦାବୀ କଲେ।

20 ମୁଁ ଏ ସବୁ ବିଷୟ ରେ ବେଶି ଜାଣି ନଥିଲି। ତେଣୁ ମୁଁ କିଛି ପ୍ରଶ୍ନ ପଚ଼ାରିଲି ନାହିଁ। ମୁଁ ପାଉଲଙ୍କୁ ପଚ଼ାରିଲି, 'ଏହି ଅଭିଯୋଗଗୁଡ଼ିକର ବିଚ଼ାର ପାଇଁ ତୁମ୍ଭେ ୟିରୂଶାଲମ ୟିବାକୁ ଚ଼ାହୁଁଛ କି?'

21 କିନ୍ତୁ ପାଉଲ ବନ୍ଦୀଗୃହ ରେ ରହିବା ପାଇଁ ଓ ସମ୍ରାଟଙ୍କ ଦ୍ବାରା ବିଚ଼ାର ହବୋ ପାଇଁ ଅନୁରୋଧ କଲେ। ତେଣୁ ମୁଁ ତାହାକୁ ସମ୍ରାଟଙ୍କ ପାଖକୁ ପଠାଇବାର ବ୍ଯବସ୍ଥା କରିବା ପର୍ୟ୍ଯନ୍ତ ବନ୍ଦୀଗୃହ ରେ ରହିବା ପାଇଁ ଆଦେଶ ଦଲେି।

22 ତା'ପରେ ଆଗ୍ରୀପ୍ପା ଫେଷ୍ଟଙ୍କୁ କହିଲେ, ମୁଁ ସହେି ଲୋକଠାରୁ ନିଜେ ଶୁଣିବାକୁ ଚ଼ା ହେଁ।

23 ତହିଁ ଆରଦିନ ଆଗ୍ରିପ୍ପା ଓ ବର୍ଣ୍ଣୀକୀ ମହାଆଡ଼ମ୍ବର ରେ ଉଚ୍ଚପଦସ୍ଥ ସାମରିକ କର୍ମଚ଼ାରୀ ତଥା ନଗରର ମୁଖ୍ଯ ବ୍ଯକ୍ତିଙ୍କ ସହିତ ବିଚ଼ାରାଳୟ ରେ ପ୍ରବେଶ କଲେ। ଫେଷ୍ଟଙ୍କ ଆଦେଶ ଅନୁଯାଯୀ ପାଉଲଙ୍କୁ ସଠାେକୁ ଅଣାଗଲା।

24 ତା'ପରେ ଫେଷ୍ଟ କହିଲେ, ହେ ରାଜା ଆଗ୍ରିପ୍ପା ଓ ଉପସ୍ଥିତ ଭଦ୍ର ବ୍ଯକ୍ତି ବୃନ୍ଦ, ଏ ହେଉଛନ୍ତି ସହେି ଲୋକ, ଯାହାଙ୍କ ବିଷୟ ରେ ଉଭୟ ୟିରୂଶାଲମ ଓ ଏଠା ରେ ଥିବା ସମସ୍ତ ଯିହୂଦୀୟ ଲୋକମାନେ ମାେ ନିକଟରେ ଚ଼ିତ୍କାର କରି ଆବଦନେ କରିଛନ୍ତି ଯେ, ତାହାକୁ ଆଉ ବଞ୍ଚିରହିବାକୁ ଦିଆ ନଯାଉ।

25 କିନ୍ତୁ ମୁଁ ଯେତବେେଳେ ତାହାଙ୍କର ବିଚ଼ାର କଲି ସେତବେେଳେ ତାହାଙ୍କର କିଛି ଭୁଲ୍ ଦେଖିଲି ନାହିଁ। ତାହାଙ୍କୁ ମୃତ୍ଯୁଦଣ୍ଡ ଦଲୋ ଭଳି କୌଣସି କାରଣ ଦେଖିଲି ନାହିଁ। ସେ ସମ୍ରାଟଙ୍କ ନିକଟରେ ବିଚ଼ାରିତ ହବୋ ପାଇଁ ଆବଦନେ କରିଥିବାରୁ ମୁଁ ତାହାକୁ ରୋମ୍ ପାଠାଇବା ପାଇଁ ସ୍ଥିର କଲି।

26 କିନ୍ତୁ ମୁଁ ପ୍ରକୃତ ରେ ଜାଣି ପାରୁନାହିଁ, ସମ୍ରାଟଙ୍କୁ ତା' ବିଷୟ ରେ କଣ ଲେଖିବି? ତେଣୁ ମୁଁ ତାକୁ ଆପଣମାନଙ୍କ ପାଖକୁ ଓ ହେ ରାଜା ଆଗ୍ରିପ୍ପା ବିଶଷେ କରି ଆପଣଙ୍କ ପାଖକୁ ଆଣିଛି। ମାରେ ଆଶା, ଆପଣ ତାକୁ ପ୍ରଶ୍ନ ପଚ଼ାରି ପାରିବେ, ଓ କାଇସରଙ୍କୁ ଲେଖିବା ପାଇଁ ମାେତେ କିଛି କହିବେ।

27 ତେଣୁ ମୁଁ ଭାବୁଛି, ଜଣେ ବନ୍ଦୀ ବିରୁଦ୍ଧ ରେ କୌଣସି ଅଭିଯୋଗ ନଲେଖି ସମ୍ରାଟଙ୍କ ପାଖକୁ ପଠାଇବା ମାରେ ମୂର୍ଖାମୀ ହବେ।

Ler em outra tradução

Comparar lado a lado

Estude este capítulo no WhatsApp

Peça à IA da Bíblia Fala para explicar Atos 25, comparar traduções ou montar um estudo — tudo direto pelo WhatsApp.