2 Timóteo 4

Oriya Bible (GL_ORIYA)

1 ପରମେଶ୍ବର ଓ ଖ୍ରୀଷ୍ଟ ଯୀଶୁଙ୍କ ଆଗ ରେ ମୁଁ ତୁମ୍ଭକୁ ଗୋଟିଏ ଆଦେଶ ଦେଉଛି। ଖ୍ରୀଷ୍ଟ ଯୀଶୁ ଜୀବିତ ଓ ମୃତଉଭୟ ଲୋକମାନଙ୍କର ବିଚାର କରିବେ। ଯୀଶୁଙ୍କର ଗୋଟିଏ ରାଜ୍ଯ ଅଛି ଓ ସେ ଆଉଥରେ ଆସୁଛନ୍ତି। ଅତଏବ ମୁଁ ତୁମ୍ଭକୁ ଏହି ଆଦେଶ ଦେଉଛି।

2 ଲୋକମାନଙ୍କୁ ସୁସମାଚାର ପ୍ରଚାର କର। ସବୁବେଳେ ପ୍ରସ୍ତୁତ ରୁହ। ଲୋକମାନଙ୍କୁ କୁହ ଯେ ସମାନେେ କ'ଣ କରିବା ଉଚିତ, ସମାନେେ ଭୁଲ କଲା ବେଳେ ସମାନଙ୍କେୁ ଅନୁୟୋଗ କର ଓ ସମାନଙ୍କେୁ ଉତ୍ସାହ ଦିଅ। ଅତି ର୍ଧୈୟ୍ଯ ସହକା ରେ ଓ ଯତ୍ନପୂର୍ବକ ଶିକ୍ଷା ଦ୍ବାରା ଏହି ସମସ୍ତ ବିଷୟ କର।

3 ସମୟ ଆସୁଛି, ଯେତବେେଳେ ଲୋକେ ସତ୍ ଶିକ୍ଷା ଶୁଣିବେ ନାହିଁ। କିନ୍ତୁ ଲୋକେ ଅଧିକରୁ ଅଧିକ ନଜ ମନପସନ୍ଦ ଶିକ୍ଷା ସମାନଙ୍କେଠାରୁ ସଂଗ୍ରହ କରିବେ, ଯେଉଁମାନେ ସମାନଙ୍କେୁ ସନ୍ତୁଷ୍ଟ କଲାଭଳି କଥା କହିବେ।

4 ଲୋକେ ସତକଥା ଶୁଣିବା ବନ୍ଦ କରି ଦବେେ। ମଥ୍ଯା କାହାଣୀର ଶିକ୍ଷାଗୁଡ଼ିକ ଅନୁସରଣ କର। ସୁସମାଚାର ପ୍ରଚାର କାମ କରି ଚାଲିଥାଅ। ପରମେଶ୍ବରଙ୍କ ଜଣେ ସବେକ ଭାବରେ ସମସ୍ତ କର୍ତ୍ତବ୍ଯ କରିବାକୁ ସମାନେେ ଆରମ୍ଭ କରିବେ।

5 କିନ୍ତୁ ତୁମ୍ଭେ ସର୍ବଦା ନିଜକୁ ସଂୟମ କର। କ୍ଲେଶ ଆସିଲେ ସଗେୁଡିକୁ ଗ୍ରହଣ କର। ସୁସମାଗ୍ଭର ପ୍ରଗ୍ଭର କାମ କରି ଗ୍ଭଲିଥାଅ। ପରମେଶ୍ବରଙ୍କ ଜଣେ ସବେକ ଭାବରେ ସମସ୍ତ କର୍ତ୍ତବ୍ଯ କରୁଥାଅ।

6 ମାେ ଜୀବନ ମୁଁ ପରମେଶ୍ବରଙ୍କୁ ଉତ୍ସର୍ଗ କରିଦଇେଛି। ମାେ ପାଇଁ ଏ ସଂସାର ଛାଡ଼ିବାର ସମୟ ଆସିଯାଇଛି। ମୁଁ ଉତ୍ତମ ୟୁଦ୍ଧ ଲଢ଼ିଛି।

7 ମୁଁ ଦୌଡ଼ ପୂର୍ଣ୍ଣ କରିସାରିଛି। ମୁଁ ବିଶ୍ବାସ ବଜାୟ ରଖିଛି।

8 ଏବେ ବିଜୟ ମୁକୁଟ ମାେ ଅପେକ୍ଷା ରେ ଅଛି। ପରମେଶ୍ବରଙ୍କ ସହିତ ଧାର୍ମିକ ହାଇେଥିବାରୁ ମୁଁ ସହେି ମୁକୁଟଟି ପାଇବି। ପ୍ରଭୁ ନ୍ଯାୟପୂର୍ଣ୍ଣ ଭାବରେ ବିଚାର କରନ୍ତି। ସହେି ମହାଦିନ ରେ299 ସେ ମାେତେ ବିଜୟ ମୁକୁଟ ପିନ୍ଧାଇବେ। କବଳେ ମାେତେ ନୁହେଁ, ଯେଉଁମାନେ ତାହାଙ୍କର ଆଗମନ ଓ ତାହାଙ୍କୁ ଅପେକ୍ଷା କରୁଛନ୍ତି, ସମସ୍ତଙ୍କୁ ସେ ବିଜୟ ମୁକୁଟ ପିନ୍ଧାଇବେ।

9 ଯେତେଶୀଘ୍ର ସମ୍ଭବ ମାେ ସହିତ ଦଖାେ କରିବାକୁ ଆସିବା ପାଇଁ ଚେଷ୍ଟା କର।

10 ଦୀମା ଏହି ସଂସାରକୁ ଅଧିକ ଭଲ ପାଉଥିବାରୁ ମାେତେ ଛାଡ଼ି ଚାଲିଗଲେ। ସେ ଥସେଲନୀକୀକୁ ଯାଇଛନ୍ତି। କ୍ ରେସକନ୍େସ୍ ଗାଲାତୀଆକୁ, ତିତସ୍ ଦଲ୍ଲତିଆକୁ ଯାଇଛନ୍ତି।

11 ଏବେ ମାେ ସହିତ କବଳେ ଲୂକ ଅଛନ୍ତି। ତୁମ୍ଭେ ଆସିଲା ବେଳେ ମାର୍କଙ୍କୁ ତୁମ୍ଭ ସହିତ ନଇେ ଆସିବ। ସେ ଏଠା ରେ ମାେ କାମ ରେ ଅତ୍ଯନ୍ତ ଆବଶ୍ଯକୀୟ ହାଇପୋରିବେ।

12 ତୁଖିକଙ୍କୁ ମୁଁ ଏଫିସ ନଗରକୁ ପଠାଇଅଛି।

13 ମୁଁ ଯେତବେେଳେ ତ୍ରୋଯା ରେ ଥିଲି, ମୁଁ କାର୍ପଙ୍କ ପାଖ ରେ ମାରେ ଏକ ଭଲ ଜାମା ଛାଡ଼ି ଆସିଥିଲି। ଅତଏବ ତୁମ୍ଭେ ଯେତବେେଳେ ଆସିବ, ତାହା ମାେ ପାଇଁ ନଇେ ଆସିବ। ମାେ ବହିଗୁଡ଼ିକୁ ମଧ୍ଯ ଆଣିବ। ଚର୍ମପତ୍ର 300 ଉପରେ ଲିଖିତ ବହିଗୁଡ଼ିକ ବିଶଷେଭାବରେ ମାରେ ଦରକାର।

14 କ'ଣ ଆଲକଜୋଣ୍ଡର ମାରେ ବହୁତ ଅନିଷ୍ଟ କରିଛି। ପ୍ରଭୁ ତାହାକୁ ଏହି କାର୍ୟ୍ଯଗୁଡ଼ିକ ଲାଗି ଦଣ୍ଡ ଦବେେ।

15 ତୁମ୍ଭେ ମଧ୍ଯ ସତର୍କ ରୁହ, ଯେପରି ସେ ତୁମ୍ଭର କ୍ଷତି ନ କରେ। ସେ ଆମ୍ଭ ଶିକ୍ଷାଗୁଡ଼ିକର ଘାରେ ପ୍ରତିରୋଧ କରିଥିଲା।

16 ପ୍ରଥମଥର ନିଜକୁ ରକ୍ଷା କରିବା ପାଇଁ ମୁଁ ଅଦାଲତ ରେ ଠିଆ ହେଲା ବେଳେ କୌଣସି ଲୋକ ମାେତେ ସମର୍ଥନ କରିବାକୁ ଆଗଇେ ଆସି ନ ଥିଲା। ସମସ୍ତେ ମାେତେ ଛାଡ଼ି ଚାଲିଗଲେ। ମୁଁ ପ୍ରାର୍ଥନା କରେ ଯେ, ପ୍ରଭୁ ପରମେଶ୍ବର ସମାନଙ୍କେୁ କ୍ଷମା କରନ୍ତୁ। କିନ୍ତୁ ପ୍ରଭୁ ମାେ ସହିତ ଥିଲେ।

17 ଅଣୟହଦୂଦୀମାନଙ୍କୁ ସୁସମାଚାର ପୂର୍ଣ୍ଣ ଭାବରେ ପ୍ରଚାର କରିବା ବେଳେ ପ୍ରଭୁ ମାେତେ ଶକ୍ତି ପ୍ରଦାନ କଲେ। ସମସ୍ତ ଅଣଯିହୂଦୀ ଲୋକେ ସୁସମାଚାର ଶୁଣନ୍ତୁ ବୋଲି ପ୍ରଭୁ ଚାହିଁଥିଲେ। ମୁଁ ସିଂହ ମୁଖରୁ ରକ୍ଷା ପାଇଲି।

18 ଯେତବେେଳେ କୌଣସି ଲୋକ ମାରେକ୍ଷତି କରିବା ପାଇଁ ଚେଷ୍ଟା କରିବ, ପ୍ରଭୁ ମାେତେ ରକ୍ଷା କରିବେ। ସେ ମାେତେ ନିରାପଦ ରେ ତାହାଙ୍କର ସ୍ବର୍ଗରାଜ୍ଯକୁ ନଇେଯିବେ। ପ୍ରଭୁଙ୍କର ମହିମା ସଦାସର୍ବଦା ପାଇଁ ରହିଥାଉ।

19 ପ୍ରୀସ୍କା ଓ ଆକ୍ବିଲାଙ୍କୁ ତଥା ଅନୀସିଫରଙ୍କ ପରିବାର ଲୋକମାନଙ୍କୁ ମାରେ ନମସ୍କାର ଜଣାଇବ।

20 ଏରାଷ୍ଟ କରିନ୍ଥ ନଗରଠା ରେ ରହିଛନ୍ତି ଏବଂ ତ୍ରଫିମଙ୍କୁ ମୁଁ ମୀଲୀତଠା ରେ ଛାଡ଼ି ଆସିଛି କାରଣ ସେ ଅସୁସ୍ଥ ଥିଲେ।

21 ଶୀତଦିନ ପୂର୍ବରୁ ମାେ ପାଖକୁ ଆସିବା ପାଇଁ ପୂର୍ଣ୍ଣ ଚେଷ୍ଟା କର।

22 ତୁମ୍ଭର ଆତ୍ମା ସହିତ ପ୍ରଭୁ ରୁହନ୍ତୁ। ତୁମ୍ଭ ସମସ୍ତଙ୍କ ଉପରେ ତାହାଙ୍କର ଅନୁଗ୍ରହ ରହୁ।

Ler em outra tradução

Comparar lado a lado

Estude este capítulo no WhatsApp

Peça à IA da Bíblia Fala para explicar 2 Timóteo 4, comparar traduções ou montar um estudo — tudo direto pelo WhatsApp.